HomeBlogପାଣି ପିଇବାକୁ ଆସିଲା କୁଟ୍ରା, ଘେରିଗଲେ କୁକୁର

ପାଣି ପିଇବାକୁ ଆସିଲା କୁଟ୍ରା, ଘେରିଗଲେ କୁକୁର

ରାଇକିଆ): ଜଙ୍ଗଲରୁ ପାଣି ସନ୍ଧାନରେ ଗାଁ ନିକଟକୁ ଚାଲିଆସିଥିବା ଏକ କୁଟ୍ରାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ରାଇକିଆ ବନବିଭାଗ । ପାଟଳୀ ସାହି ନିକଟ ଏକ ଚୁଆକୁ ଆସି ପାଣି ପିଉଥିବାବେଳେ କୁକୁରମାନଙ୍କ ଆକ୍ରମଣରେ କୁଟରାଟି ରକ୍ତାକ୍ତ ହୋଇଥିଲା। WhatsApp Image 2026 05 22 at 5.39.00 PM 1

ସ୍ଥାନୀୟ ବାସିନ୍ଦା ଙ୍କ ତରଫରୁ ଖବର ପାଇ ରାଇକିଆ ବନ ବିଭାଗ କର୍ମଚାରୀ ମାନେ କୁଟ୍ରାକୁ ଉଦ୍ଧାର କରି ରାଇକିଆ ପ୍ରାଣୀ ଚିକିତ୍ସାଳୟରେ ଆଣି ଚିକିତ୍ସା କରାଇଥିଲେ। ଓକୁଟ୍ରାଟି ସୁସ୍ଥ ହେଲା ପରେ ତାକୁ ପୁଣି ଥରେ ଜଙ୍ଗଲରେ ଛାଡି ଦିଆଯିବ ବୋଲି ବନ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି । ବହୁ ସୁନ୍ଦର୍ ଭାବ ରେ ସେମାନେ ସେବା କରିଥିଲେ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments