Homelocalସୁନା ବେଶରେ ଦର୍ଶନ କଲେ ଶତାଧିକ ଭକ୍ତ

ସୁନା ବେଶରେ ଦର୍ଶନ କଲେ ଶତାଧିକ ଭକ୍ତ

ରାଇକିଆ, (୨୭/୦୭) : ଆପ୍ର : ଆପ୍ର, କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ମହାପ୍ରଭୁଙ୍କ ବିଭିନ୍ନ ବେଶକୁ ରଥ ଉପରେ ସବୁବର୍ଗର ଭକ୍ତଙ୍କ ଦର୍ଶନ ପାଇଁ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୁଏ ।WhatsApp Image 2026 07 26 at 15.43.17

ବାହୁଡା଼ ଯାତ୍ରାରେ ରଥ ମୁଖ୍ୟ ମନ୍ଦିରରେ ପହଞ୍ଚିବା ପରେ ବଡ଼ ଏକାଦଶୀ ଦିନ ରଥ ଉପରେ ସୁନାବେଶ କରାଯାଏ । ମହଣ ମହଣ ଅଳଙ୍କାର ରେ ସୁସଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଏଇ କ୍ଷେତ୍ରରେ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ରଥାରୂଢ଼ ତିନି ଦିଅଁ ସୁନା ଭେଷରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ଏଇ ଦିବ୍ୟ ଭେଷ ଦେଖିବାକୁ ରଥ ଆଗରେ ପ୍ରବଳ ଭିଡ଼ ପରିଲିକ୍ଷିତ ହୋଇଥିଲା । ଘଣ୍ଟ ହୁଳହୁଳି ଶବ୍ଦରେ ଚତୁର୍ପାଶ୍ୱ କମ୍ପି ଉଠିଥିଲା । ଓ ବହୁ ସୁନ୍ଦର୍ ଭାବେ ମହାପ୍ରଭୁଙ୍କୁ ସୁନାବେଶରେ ଦର୍ଶନ କରିଥିଲେ ଭକ୍ତ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments