ଟ୍ରକ୍ ମାଲିକ ସଂଘର ନିର୍ଵାଚନ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ

Date:

Share post:

ରାୟଗଡା, (୨୮/୦୫) : ଆପ୍ର : ରାୟଗଡା ଟ୍ରକ୍ ୟୁନିଅନ ସଂଘ ନିର୍ଵାଚନ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

ସେଥି ମଧ୍ୟରେ ପି ମନମାଧା ରାଓ, ଏମ୍ ଶ୍ରୀନିବାସ ରାଓ, ୟେଲ୍ଲା ଭେଙ୍କଟସ୍ୱର ରାଓ , ସମେଶ୍ୱର୍ ପାତ୍ର ଏହି ୪ଜଣ ସଦସ୍ୟ ସଭାପତି ପଦ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେହିଭଳି ଉପ ସଭାପତି ପଦବୀ ନିମନ୍ତେ ବି ରମେଶ, ବି ଶଙ୍କର ରାଓ, କୋଟା ସୁରି ବାବୁ, ମୂଚି ଶ୍ରୀନିବାସ ରାଓ, ଏସ୍ ରାମନା । ସହ ସମ୍ପାଦକ ପଦବି ନିମନ୍ତେ ୫ଜଣ ଏବଂ ଯୁଗ୍ମ ସମ୍ପାଦକ ପଦବୀ ନିମନ୍ତେ ୪ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥି ପତ୍ର ଗୁଡ଼ିକ ୨୭ ତାରିଖ ସ୍ପୁଟିଂ ହୋଇ 28 ତାରିଖରେ ନାକଚ କରିବା ପାଇଁ ଆବେଦନ କରି ପାରିବେ । ୩୦ ତାରିଖ ଦିନ ଟ୍ରକ୍ ୟୁନିଅନରେ ନିର୍ଵାଚନ ହେବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ବ୍ରଜ ସୁନ୍ଦର ନାୟକ ସୂଚନା ଦେଇଥିବା ବେଳେ ସହ ନିର୍ଵାଚନ ଅଧିକାରି ସୁଶାନ୍ତ ପଣ୍ଡା ଓ ନୀଳାଚଳ ବିଷୟୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ସୁବର୍ଣ୍ଣପୁରରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଜାରି : ଜିଲ୍ଲାରେ ୬୮.୬୮ ଶତକଡା ଏନୁମେରେସନ ଫର୍ମ ଡିଜିଟାଇଜେସନ ସମ୍ପୂର୍ଣ୍ଣ

ସୁବର୍ଣ୍ଣପୁର, (୧୭/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାର ଏନୁମେରେସନ ଫର୍ମ ଡିଜିଟାଇଜେସନ କାମ ଦ୍ରୁତ ଗତିରେ ଚାଲିଛି...

ଭଙ୍ଗା ଦଦରା ଘରେ ସଂଘର୍ଷମୟ ଜୀବନ, ଅନ୍ଧ ପୁଅ କୁ ବୃଦ୍ଧା ବୟସ ରେ ଲାଳନ ପାଳନ କରୁଛନ୍ତି ମାଆ : ସହାୟତା ଯୋଗାଇ ଦେବାପାଇଁ ଓଡିଶା ସରକାର ଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଧେଶ 

ସୁବର୍ଣ୍ଣପୁର, (୧୭/୦୬) : ଆପ୍ର : ସରକାର ଗରିବ ଭୂମିହୀନ ଦୁଃଖୀ, ଦିବ୍ୟାଙ୍ଗ ମାନଙ୍କ ପାଇଁ ମାଳମାଳ ଯୋଜନା କରିଛନ୍ତି ।ଭଙ୍ଗା ଦଦରା ଘରେ...

ସୁଗଡ଼ବାଡ଼ି ଗ୍ରାମ ପଞ୍ଚାୟତରେ ବ୍ଲକ ସ୍ତରୀୟ ଜନ ଶୁଣାଣୀ ଅନୁଷ୍ଠିତ

ରାଇକିଆ, (୧୮/୦୬) : ଆପ୍ର : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ସୁଗଡ଼ବାଡ଼ି ଗ୍ରାମ ପଞ୍ଚାୟତ ସଭାଗୃହରେ ବ୍ଲକ ସ୍ତରୀୟ...

ଉତ୍ତର-ଉପକୂଳ ଛୁଇଁଲା ମୌସୁମି

ଭୁବନେଶ୍ବର, (୧୭/୦୬) : ଆପ୍ର : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଉତ୍ତର-ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ସ୍ପର୍ଶ କରିଥିବା ବେଳେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାକୁ...