Homelocalରାୟଗଡ଼ ଜିଲ୍ଲା ନୂତନ ଏସପି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ରାଜ ପ୍ରସାଦ

ରାୟଗଡ଼ ଜିଲ୍ଲା ନୂତନ ଏସପି ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ରାଜ ପ୍ରସାଦ

ରାୟଗଡା, (୨୮/୦୫) :ଆପ୍ର : ରାୟଗଡା ଜିଲ୍ଲାରେ ନୂତନ ଏସପି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ଆରକ୍ଷୀ ଅଧୀକ୍ଷକ ରାଜ୍ ପ୍ରସାଦWhatsApp Image 2026 05 27 at 16.16.20 1

ଜିଲ୍ଲାରେ ବଢୁଥିବା ମହିଳା ଓ ଶିଶୁ ସୁରକ୍ଷା, ଅପରାଧ, ରାହାଜାନୀ, ଏବଂ ଦୂର୍ଘଟଣା ରୋକିବା ଦିଗରେ ଯଥେଷ୍ଟ ଉଦ୍ୟମ ଜାରି ରହିବ ବୋଲି କହିଛନ୍ତି ଏସପି । ଜିଲ୍ଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ଦିଗରେ ପ୍ରୟାସ ଜାରି ରହିବ ବୋଲି କହିଛନ୍ତି। ସେହିଭଳି ରାୟଗଡ଼ ସହରରେ ଲାଗିଥିବା ବନ୍ଦ ରହିଥିବା ସିସିଟିଭି ଗୁଡ଼ିକ ସକ୍ରିୟ କରାଯିବ। ଜିଲ୍ଲାରେ କ୍ରାଇମ୍ ରୋକିବାରେ ପୁଲିସ୍ ଯଥେଷ୍ଟ ଚେଷ୍ଟା ଜାରି ରଖିବ ବୋଲି କହିଛନ୍ତି ଏସପି ରାଜ୍ ପ୍ରସାଦ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments