ଟ୍ରକ୍ ମାଲିକ ସଂଘର ନିର୍ଵାଚନ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ

Date:

Share post:

ରାୟଗଡା, (୨୮/୦୫) : ଆପ୍ର : ରାୟଗଡା ଟ୍ରକ୍ ୟୁନିଅନ ସଂଘ ନିର୍ଵାଚନ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।

ସେଥି ମଧ୍ୟରେ ପି ମନମାଧା ରାଓ, ଏମ୍ ଶ୍ରୀନିବାସ ରାଓ, ୟେଲ୍ଲା ଭେଙ୍କଟସ୍ୱର ରାଓ , ସମେଶ୍ୱର୍ ପାତ୍ର ଏହି ୪ଜଣ ସଦସ୍ୟ ସଭାପତି ପଦ ନିମନ୍ତେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ସେହିଭଳି ଉପ ସଭାପତି ପଦବୀ ନିମନ୍ତେ ବି ରମେଶ, ବି ଶଙ୍କର ରାଓ, କୋଟା ସୁରି ବାବୁ, ମୂଚି ଶ୍ରୀନିବାସ ରାଓ, ଏସ୍ ରାମନା । ସହ ସମ୍ପାଦକ ପଦବି ନିମନ୍ତେ ୫ଜଣ ଏବଂ ଯୁଗ୍ମ ସମ୍ପାଦକ ପଦବୀ ନିମନ୍ତେ ୪ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥି ପତ୍ର ଗୁଡ଼ିକ ୨୭ ତାରିଖ ସ୍ପୁଟିଂ ହୋଇ 28 ତାରିଖରେ ନାକଚ କରିବା ପାଇଁ ଆବେଦନ କରି ପାରିବେ । ୩୦ ତାରିଖ ଦିନ ଟ୍ରକ୍ ୟୁନିଅନରେ ନିର୍ଵାଚନ ହେବ ବୋଲି ନିର୍ବାଚନ ଅଧିକାରୀ ଶ୍ରୀ ବ୍ରଜ ସୁନ୍ଦର ନାୟକ ସୂଚନା ଦେଇଥିବା ବେଳେ ସହ ନିର୍ଵାଚନ ଅଧିକାରି ସୁଶାନ୍ତ ପଣ୍ଡା ଓ ନୀଳାଚଳ ବିଷୟୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଉତ୍ତର-ଉପକୂଳ ଛୁଇଁଲା ମୌସୁମି

ଭୁବନେଶ୍ବର, (୧୭/୦୬) : ଆପ୍ର : ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଉତ୍ତର-ଉପକୂଳବର୍ତ୍ତୀ ଜିଲ୍ଲା ଗୁଡ଼ିକୁ ସ୍ପର୍ଶ କରିଥିବା ବେଳେ ଦକ୍ଷିଣ-ପଶ୍ଚିମ ଓଡ଼ିଶାର ୮ଟି ଜିଲ୍ଲାକୁ...

୨୮ରୁ ଓଟିଇଟି

କଟକ, (୧୭/୦୬) : ଆପ୍ର : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ୨୦୨୬ ବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ଟେଷ୍ଟ (ଓଟିଇଟି)...

ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ବୈଠକର ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର, (୧୭/୦୬) : ଆପ୍ର : ପୁରୀ ରଥଯାତ୍ରା ସଂପର୍କିତ ପ୍ରସ୍ତୁତି ଲାଗି ବିଭିନ୍ନ କାର୍ଯ୍ୟ ଅଗ୍ରଗତି ନେଇ ବୈଠକରେ ମୁଖ୍ୟ ଶାସନ ସଚିବ...

ରାମକୃଷ୍ଣ ନଗରରେ ରଜ ମଉଜ ପାଳିତ

ରାୟଗଡା, (୧୭/୦୬) : ଆପ୍ର : ବିବିଧତା ଭିତରେ ଏକତା, ସ୍ନେହ ଶ୍ରଦ୍ଧା, ଆନ୍ତରିକତା ଓ ଆତ୍ମୀୟତାର ପରିଚୟ ଦେଇଛି ରଜ ପର୍ବ ।...