ମୁରିବାହାଲ, (୧୫/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ ଅନ୍ତର୍ଗତ ବାହାଡୁକି ଠାରେ ଷାଠିଏ ଘର ଡୁମାଲ ସମାଜର ନୂତନ କେନ୍ଦ୍ର ଗଠିତ ହୋଇ ଯାଇଛି ।
ଏହି ବୈଠକ ରେ ପ୍ରଥମେ ଅସ୍ଥାୟୀ ସଭାପତି ଭାବେ ଅଚ୍ୟୁତାନନ୍ଦ କର୍ମୀ ଙ୍କୁ ଚୟନ କରା ଯାଇଥିଲା। ନୂତନ ଅସ୍ଥାୟୀ ସଭାପତିତ୍ବ ରେ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏଥିରେ ନୂତନ ବାହାଡୁକି ଚକ୍ ସଭାପତି ଭାବେ ସୁରେଶ ପଧାନ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିବାବେଳେ ଉପସଭାପତି ଭାବେ ରଘୁମଣି ପଧାନ, ସୁରେନ୍ଦ୍ର କରନ୍, ସାଧାରଣ ସମ୍ପାଦକ ଭାବେ ସତ୍ୟନାରାୟଣ କର୍ମୀ,ସହ ସମ୍ପାଦକ ଭାବେ ପବିତ୍ର ଅମାତ, ଜୟପ୍ରକାଶ ଅମାତ, ପ୍ରଚାର ପ୍ରସାର ସମ୍ପାଦକ ଶଙ୍କର କର୍ମୀ, କୋଷାଧ୍ୟକ୍ଷ ଭାବେ ସୁବାନ୍ତନ୍ କରନ, ପରାମର୍ଶ ଦାତା ଭାବେ, ନରେନ୍ଦ୍ର କରନ, ଦୁଷ୍କର ପଧାନ, ଉପଦେଷ୍ଟା ମଣ୍ଡଳୀ ଭାବେ, ଅନିରୁଦ୍ଧ ଅମାତ, ଦଶରଥ ପ୍ରଧାନ, ଲାଲ ପଧାନ, କଙ୍ଗାଲୁ ଅମାତ, କୃଷ୍ଣ କରନ, ଋଷଭ ପଧାନ, ସଭ୍ୟ ଲଲିନ୍ଦ୍ର କର୍ମୀ, ମଣ୍ଟ କର୍ମୀ, ବସନ୍ତ କର୍ମୀ, ଭୋପାଳ କର୍ମୀ, ସହଦେବ କର୍ମି, ଭୀଷ୍ମ କର୍ମୀ, କୁନ୍ତ କର୍ମୀ, ସୁବାଷ ପଧାନ, ମକାରୁ ପଧାନ, ଯୁଗଲ କିଶୋର କର୍ମୀ, କିଶୋର ପଧାନ, ଦେବରାଜ ମହାକୁର, ଦିଲୀପ ପଧାନ, ସୁଲେଶ୍ୱର୍ ଅମାତ, ଦୀପକ ଅମାତ, ମୁକେଶ କରନ, ଯୁଡୁ କରନ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ ।

