ରାଇକିଆ, (୧୭/୦୮) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ଠାରେ ଶ୍ରାବଣ ମାସର ତୃତୀୟ ସୋମବାର ଜଳ ଲାଗି ପାଇଁ ଶୈବପୀଠ ଅଭିମୁଖେ କାଉଡ଼ିଆମାନେ ଯାତ୍ରା କରିଛନ୍ତି ।
ମାନସିକ ବ୍ରତକୁ ସଫଳ କରିବା ନେଇ କାଉଡ଼ିଆ ରବିବାର ବିଭିନ୍ନ ଗ୍ରାମର ନଦୀ କୂଳରେ ପୂଜାର୍ଚ୍ଚନା କରି ପାଣିଭାର ଉଠାଇ ବିଭିନ୍ନ ଶୈବପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଅଧିକ ସଂଖ୍ୟାରେ କାଉଡ଼ିଆ ଭକ୍ତମାନେ ପାଣି ଭାର ନେଇ ଚାଲି ଚାଲି ଆସନ୍ତିବହୁ ପୁରାତନ ଦିଗି ମନ୍ଦିର କୁ କାହିଁ କେଉଁ ଜାଗା ଗୁଡିକରୁ ପାଣି ଭାର ନେଇ ପାଣି ଢାଳି ବା ପାଇଁ ଶ୍ରାବଣ ମାସରେ । ଓ ସେହି ମନ୍ଦିର ରେବହୁତ୍ ଶାନ୍ତ ଅନୁଭବ ଆସେ । ସେହି ମନ୍ଦିର ର ପୂଜାରୀ ବହୁତ୍ ଭଲ ଭାବେ ପୂଜା କରି ଥାନ୍ତି ଓ ପାଣି ଢାଳି ବା ପିଲା ମାନେ ବହୁତ୍ ଖୁସି ଅନୁଭବ କରି ଥାନ୍ତି ।

