Homecrimeରାଜଧାନୀର ବିଚ୍ ରାସ୍ତାରେ କାହିଁକି ହେଲା ସୋନୁଙ୍କୁ ଟାର୍ଗେଟ୍? ହତ୍ୟାକାଣ୍ଡକୁ ନେଇ ଉଠିଛି ୧୫ଟି ବଡ଼...

ରାଜଧାନୀର ବିଚ୍ ରାସ୍ତାରେ କାହିଁକି ହେଲା ସୋନୁଙ୍କୁ ଟାର୍ଗେଟ୍? ହତ୍ୟାକାଣ୍ଡକୁ ନେଇ ଉଠିଛି ୧୫ଟି ବଡ଼ ପ୍ରଶ୍ନ

ଭୁବନେଶ୍ୱର, (୦୭/୧୧) : ଆପ୍ର : ରାଜଧାନୀର ବିଚ୍ ରାସ୍ତାରେ କାହିଁକି ଗଡ଼ିଲା ମୁଣ୍ଡ? ହତ୍ୟା ପଛରେ କିଏ, କାହିଁକି ହେଲା ସୋନୁଙ୍କୁ ଟାର୍ଗେଟ୍? ହତ୍ୟାକାଣ୍ଡକୁ ନେଇ ଉଠିଛି ୧୫ଟି ବଡ଼ ପ୍ରଶ୍ନ ।

ପୂର୍ବ ଯୋଜନା ଅନୁସାରେ ହୋଇଥିଲା କି ହତ୍ୟା ? ସୋନୁଙ୍କ ଗତିବିଧି ଉପରେ କିଏ ରଖିଥିଲା ନଜର ? ବାଇକ୍ ରେ ଯାଉଥିବା ବେଳେ କାହିଁକି ହେଲା ଗୁଳିମାଡ଼ ? ହତ୍ୟା ପଛରେ ପୂର୍ବଶତ୍ରୁତା ନା ବ୍ୟକ୍ତିଗତ ବିବାଦ? ପ୍ରେମ ସମ୍ପର୍କ ନା ନିଶା କାରବାର ସହ ରହିଛି ସମ୍ପର୍କ? ହତ୍ୟାକାଣ୍ଡରେ କେତେଜଣ ଦୁର୍ବୃତ୍ତ ସାମିଲ ଥିଲେ? ହତ୍ୟା ପାଇଁ ବନ୍ଧୁକ ଆସିଲା କେଉଁଠୁ ?

ସୋନୁଙ୍କ ମୁଣ୍ଡକୁ ଗୁଳିମାଡ଼ ପଛରେ କ’ଣ ଥିଲା ଉଦ୍ଦେଶ୍ୟ? ଘଟଣାସ୍ଥଳର ସିସିଟିଭିରୁ ମିଳିବ କି ହତ୍ୟାକାରୀଙ୍କ ସୁରାକ୍ ? ଗୁଳିମାଡ଼ ପରେ କେଉଁ ରାସ୍ତାରେ ଫେରାର ହେଲେ ଆକ୍ରମଣକାରୀ? ରାଜଧାନୀରେ ଅପରାଧୀଙ୍କ ପାଖରେ ବନ୍ଧୁକ ପହଞ୍ଚୁଛି କେମିତି? ବ୍ୟସ୍ତବହୁଳ କଟକ ରୋଡ୍ ରେ ଗୁଳିକାଣ୍ଡ ରୋକିପାରିଲାନି କାହିଁକି ପୋଲିସ ? କେବେ ଧରାପଡ଼ିବେ ହତ୍ୟାକାରୀ, କେବେ ଖୋଲିବ ହତ୍ୟା ରହସ୍ୟ? ଏବୁକୁ ପ୍ରଶ୍ନକୁ ନେଇ ତନାଘନା ଚଳାଇଛି ପୋଲିସ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments