ଟୋକନ ମିଳୁନି କି ଧାନ ଉଠୁନି, ୧୦ ଦିନ ହେଲା ଅନଶନରେ ବସିଛନ୍ତି ଚାଷୀ

Date:

Share post:

ପଦ୍ମପୁର, (୧୧/୦୬) : ଆପ୍ର : ଟୋକନ ମିଳୁନି, ଧାନ ଉଠୁନି । ୧୦ ଦିନ ହେଲା ଅନଶନରେ ବସିଛନ୍ତି ଚାଷୀ

ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଡଭା ମଣ୍ଡିରେ ଆଜିକୁ ୧୦ ଦିନ ହେଲା ଚାଷୀ ଅନସନରେ ବସିଛନ୍ତି । ଟୋକେନ ମିଳି ନଥିବାରୁ ଧାନ ଉଠୁନି । ୧୦ ଦିନ ହେଲା ଅନସରରେ ବସିଥିଲେ ମଧ୍ୟ ସମାଧାନ ହୋଇ ପାରୁ ନାହିଁ । ପ୍ରଶାସନ ଦୃଷ୍ଟି ଦେଇ ନଥିବା ଅଭିଯୋଗ ହୋଇଛି । ପ୍ରାୟ ୩୦୦ ଚାଷୀଙ୍କୁ ଟୋକନ ମିଳିନଥିବା ଅଭିଯୋଗ ହୋଇଛି । ଏନେଇ ପୂର୍ବରୁ ପଦ୍ମପୁର ଉପଜିଲ୍ଲାପାଳଙ୍କୁ ଭେଟିଥିଲେ ଚାଷୀ । ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ସମାଧାନ ହୋଇ ପାରିନଥିଲା । ଏଣେ ଅଦିନିଆ ବର୍ଷାରେ ଖୋଲା ଆକାଶ ତଳେ ପଡ଼ି ରହିଛି ଧାନ । କାଳବୈଶାଖୀ ବର୍ଷାରେ ଭିଜୁଛି । ତେଣୁ ଚିନ୍ତାରେ ଅଛନ୍ତି ଚାଷୀ । ଅନ୍ୟପଟେ ଖରାରେ ଅନଶନରେ ବସିଥିବା ଚାଷୀଙ୍କ ମଧ୍ୟରୁ କିଛି ଚାଷୀ ଅସୁସ୍ଥ ହୋଇ ପଡ଼ିଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଚଳନ୍ତା ଟ୍ରାକ୍ଟରରୁ ଖସି ନାବାଳକର ମୃତ୍ୟୁ

ବାଲିଗୁଡା, (୧୧/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଚଳନ୍ତା ଟ୍ରାକ୍ଟରରୁ ଖସି...

ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ, ମହିଳାଙ୍କ ସମେତ ୩ ଗୁରୁତର

ବାଲେଶ୍ବର, (୧୧/୦୬) : ଆପ୍ର : ବାଇକକୁ ପଛପଟୁ ଧକ୍କା ଦେଲା ଟ୍ରକ । ମହିଳାଙ୍କ ସମେତ ୩ ଗୁରୁତରକୁ ନେଇ ଉତ୍ତେଜନା ।...

ବନ୍ୟା ଋତୁ ପାଇଁ କଟକଣା, ଜଳସମ୍ପଦ ବିଭାଗ ଛୁଟି ଉପରେ ଲାଗିଲା ରୋକ୍; ବିନା ଅନୁମତିରେ ଛାଡ଼ି ପାରିବେନି ମୁଖ୍ୟାଳୟ

ଭୁବନେଶ୍ୱର, (୧୧/୦୬) : ଆପ୍ର : ରାଜ୍ୟରେ ମୌସୁମୀ ବର୍ଷା ଆଗମନକୁ ନେଇ ଜଳସମ୍ପଦ ବିଭାଗ ପୂରା ସତର୍କ ହୋଇପଡ଼ିଛି । ବନ୍ୟା ଓ ଲଗାଣ...

ବିଦ୍ୟୁତ ଯୋଗାଣ ଦାବିରେ ରାସ୍ତାରୋକ

ଆଠଗଡ, (୧୧/୦୬) : ଆପ୍ର : ଆଠଗଡ ଏନଏସିର ୧ ନମ୍ବର ୱାର୍ଡ ଅନ୍ତର୍ଗତ ଗୁହାଳପଡିଆରେ ତିନି ଦିନ ଧରି ବିଦ୍ୟୁତ ସେବାରୁ ବଞ୍ଚିତ...