Homelocalପ୍ରଧାନମନ୍ତ୍ରୀଙ୍କ ୪୩୯୯ ଦିନର ସୁଶାସନାର୍ଥେ ପୂଜାର୍ଚ୍ଚନା

ପ୍ରଧାନମନ୍ତ୍ରୀଙ୍କ ୪୩୯୯ ଦିନର ସୁଶାସନାର୍ଥେ ପୂଜାର୍ଚ୍ଚନା

ଗୁଣପୁର, (୧୧/୬) : ଆପ୍ର : ଆଜି ନଗର ସଭାପତି ଜୟଦେବ ପଣ୍ଡାଙ୍କ ନେତୃତ୍ୱରେ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ଦ୍ୱାରା କେନ୍ଦ୍ରରେ, ୧୨ ବର୍ଷ ଏବଂ ରାଜ୍ୟରେ ଲୋକଙ୍କ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ୨ ବର୍ଷର ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ଗାୟତ୍ରୀ ମନ୍ଦିର ଠାରେ ବିଜେପିର ୪୩୯୯ ଦିନର ସୁଶାସନାର୍ଥେ ଦୀପ ପ୍ରଜ୍ୱଳନ, ଗାୟତ୍ରୀ ମନ୍ତ୍ର ଜାପ ଏଵଂ ପୂଜାର୍ଚ୍ଚନା ସମସ୍ତ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତି ରେ କାର୍ଯ୍ଯକ୍ରମଟି ସମ୍ପୂର୍ଣ୍ଣ କରାଗଲାWhatsApp Image 2026 06 11 at 10.02.23

ଉକ୍ତ କାର୍ଯ୍ୟକ୍ରମରେ ଗୁଣୁପୁର ନଗର ସଭାପତି ଶ୍ରୀ ଜୟଦେବ ପଣ୍ଡା, ସାଧାରଣ ସମ୍ପାଦକ ଶ୍ରୀ କୀର୍ତ୍ତି କୁମାର ପଣ୍ତା, ସାଧାରଣ ସମ୍ପାଦକ ଶ୍ରୀ ଦିଲ୍ଲୀପ ନାଗବଂଶ, ଯୁବମୋର୍ଚ୍ଚା ସଭାପତି ଶ୍ରୀ ଶ୍ରଦ୍ଧାରଞ୍ଜନ ପଣ୍ତା, ଉପ-ସଭାପତି ଏଲ୍ ଭେଙ୍କଟ ରାଓ, ଉପ-ସଭାପତି ନୀଳମାଧବ ପାଢ଼ୀ, ସମ୍ପାଦକ ରାମ ଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ ସନ୍ତୋଷ କୁମାର ପାଣିଗ୍ରାହୀ, ସନ୍ତୋଷ ସୁବୁଦ୍ଧି, ପ୍ରଜ୍ଞାଜୀତ ହୋତା, ପଦ୍ମରଞ୍ଜନ ପଣ୍ତା, ଜଗଦୀଶ ପଣ୍ତା, ସାଗର ଭାଈ, ଦେବାଶିଷ ଭାଇ, ଶ୍ରୀ ନୀଳକଣ୍ଠ ଭାଇ, ଆକାଶ ନାଗବଂଶ, ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଉଷାରାଣୀ ପଣ୍ତା ଏବଂ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଭାଇଙ୍କ ଦୀର୍ଘାୟୁ କାମନା କରିଥିଲେ ।WhatsApp Image 2026 06 11 at 10.02.23 2

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments