Homelocalରାଜଧାନୀରେ ରାତି ଅଧିଆ ଚେକିଂ, ମଦ୍ୟପ ଆମ ବସ୍ ଡ୍ରାଇଭରକୁ ଗିରଫ କଲା ପୋଲିସ

ରାଜଧାନୀରେ ରାତି ଅଧିଆ ଚେକିଂ, ମଦ୍ୟପ ଆମ ବସ୍ ଡ୍ରାଇଭରକୁ ଗିରଫ କଲା ପୋଲିସ

ଭୁବନେଶ୍ବର, (୦୯/୧୧) : ଆପ୍ର : ମଦ୍ୟପ ଚଳାଉଥିଲେ ଆମ ବସ୍ । ରାଜଧାନୀରେ ରାତି ଅଧିଆ ଚେକିଂରେ ଧରିଲା ପୋଲିସ । ଅଶାନ୍ତ ସହରରେ ନାଇଟ୍ ବ୍ଲକିଂ ।

ମଦ ପିଇ ଗାଡ଼ି ଚଲାଉଥିବା ଆମ ବସ୍ ଡ୍ରାଇଭର ଗିରଫ । ଡିଏମ୍ ଛକରେ ମାତାଲ୍ ଆମ ବସ୍ ଡ୍ରାଇଭର ଗିରଫ । ଡ୍ରଙ୍କନ୍ ଡ୍ରାଇଭିଂରେ ବନ୍ଧା ହେଲା ଡ୍ରାଇଭର । ଜୋରଦାର ହେଲା ନାଇଟି ବ୍ଲକି ଚେକିଂ । ଡ୍ରଙ୍କନ୍ ଡ୍ରାଇଭ୍ ଟେଷ୍ଟ ବେଳେ ଧରାପଡ଼ିଲା ଆମ ବସ୍ । ଡିଏମ ଛକରେ ମାତାଲ୍ ଅବସ୍ଥାରେ ଗାଡି ଚଳାଇବା ବେଳେ ଧରିଛି ପୋଲିସ । ମଦ ପିଇ ଗାଡ଼ି ଚଳାଇଲେ ପଡ଼ିବ ଭାରି । ଧର୍ତ୍ତବ୍ୟ ଅପରାଧରେ କେସ୍ କରି ବାନ୍ଧିପାରେ ପୋଲିସ । ଅନ୍ୟ ପାଇଁ ବିପଦ ସୃଷ୍ଟି କରି ଗାଡ଼ି ଚଳାଇବା ଅର୍ଥାତ୍ ଡ୍ରଙ୍କନ୍ ଡ୍ରାଇଭ୍ ନେଇ କମିସନରେଟ୍ ପୋଲିସ୍ ଜୋରଦାର ଚାଲୁଛି ଡ୍ରାଇଭ୍ । ଏଥିରୁ ବାଦ ପଡିନି ସରକାରୀ ବସ୍ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments