Homecrimeବାପା, ମାଆ ଓ ପୋଲିସକୁ ଛୁରା ମାଡ଼ କଲା ଯୁବକ, ସମସ୍ତ ଗୁରୁତର ମେଡିକାଲରେ ଭର୍ତ୍ତି

ବାପା, ମାଆ ଓ ପୋଲିସକୁ ଛୁରା ମାଡ଼ କଲା ଯୁବକ, ସମସ୍ତ ଗୁରୁତର ମେଡିକାଲରେ ଭର୍ତ୍ତି

ଗୋପ, (୧୮/୦୮) : ଆପ୍ର : ପ୍ରଥମେ ବାପା, ମାଆଙ୍କୁ ଛୁରା ମାଡ଼ କଲା ପୁଅ । ପୁଅକୁ ଧରିବା ପାଇଁ ପୋଲିସ ପହଞ୍ଚିବାରୁ ପୋଲିସକୁ ମଧ୍ୟ ଛୁରା ମାଡ଼ ।

ପୁରୀ ଜିଲ୍ଲା ଗୋପ ଥାନା ଗଣେଶ୍ୱରପୁର ଗାଁ’ର ଦୃଶ୍ୟ । ପାରିବାରିକ କଳହରୁ ପ୍ରଥମେ ବାପା,ମାଆକୁ ଛୁରାମାଡ କଲା ପୁଅ । ଖବର ପାଇ ଘଟଣା ସ୍ଥାନରେ ଗୋପ ପୋଲିସ ପହଞ୍ଚି ପୁଅକୁ ଧରିବାକୁ ଯିବା ବେଳେ ପୋଲିସକୁ ମଧ୍ୟ ଛୁରାମାଡ । ଜଣେ ASI,ଜଣେ କନେଷ୍ଟବଳ ଓ ଜଣେ ହୋମଗାଡ ଗୁରୁତର । ସମସ୍ତ ଗୁରୁତର ଗୋପ ମେଡିକାଲରେ ଚିକିତ୍ସିତ । ଯୁବକକୁ କାବୁ କରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments