Homebreaking newsରାସ୍ତା ଉପରେ ଦୁଇ ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କ ମଧ୍ୟରେ ମାରପିଟ୍

ରାସ୍ତା ଉପରେ ଦୁଇ ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କ ମଧ୍ୟରେ ମାରପିଟ୍

ବାଲେଶ୍ଵର, (୦୭/୧୧) : ଆପ୍ର : ବାଲେଶ୍ଵର ସହରରେ ରାସ୍ତା ଉପରେ ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କ ମଧ୍ୟରେ ମାରପିଟ୍ ।

ଦୁଇ ଜଣ ଯୁବତୀଙ୍କ ମଧ୍ୟରେ ମାରପିଟ ନେଇ ମାମଲା ଥାନାରେ ପହଞ୍ଚିଛି । ବାଲେଶ୍ଵର ସହରର ସୁଏଲପୁର ନିକଟରେ ଦୁଇ ଜଣ ସୋସିଆଲ ମିଡିଆ ଇନଫ୍ଲୁଏନସରଙ୍କ ଯୁବତୀଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା । କଥା କଟାକଟି ଉଗ୍ର ହେବା ସହ ଦୁଇ ଜଣ ହାତାହାତି ହୋଇଥିଲେ । ରାସ୍ତାରେ ଯାତାୟାତ କରୁଥିବା ଲୋକମାନେ ଉଭୟଙ୍କୁ ଛଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କେହି କାହାକୁ ଛାଡ଼ିବାକୁ ନାରାଜ । ବହୁ ବୁଝାସୁଝା ପରେ ଉଭୟ ଶାନ୍ତ ହୋଇଥିଲେ । ମାରପିଟ ଘଟଣା ବାଲେଶ୍ଵର ଟାଉନ୍ ଥାନାରେ ପହଞ୍ଚିବା ପରେ ସମାଧାନ ହୋଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments