Homebreaking newsବରମୁଣ୍ଡା ବସଷ୍ଟାଣ୍ଡରେ ଅଜଣା ମୃତଦେହ, ପୋଲିସର ଛାନଭିନ ଜାରି

ବରମୁଣ୍ଡା ବସଷ୍ଟାଣ୍ଡରେ ଅଜଣା ମୃତଦେହ, ପୋଲିସର ଛାନଭିନ ଜାରି

ଭୁବନେଶ୍ୱର, (୧୧/୧୧) : ଆପ୍ର : ବରମୁଣ୍ଡା ବସଷ୍ଟାଣ୍ଡ ରେ ମୃତଦେହ। ବସଷ୍ଟାଣ୍ଡର ଆମ ବସ୍ ଡିପୋରୁ ମିଳିଲା ଅଜଣା ମୃତଦେହ । ବସ୍ ଯାତ୍ରୀ ନା କର୍ମଚାରୀ ତାଙ୍କର କିଛି ପରିଚୟ ମିଳିନାହିଁ ।

ମୃତକ ଜଣଙ୍କୁ ହତ୍ୟା କରାଯାଇଛି ନା ଅନ୍ୟ କିଛି କାରଣରୁ ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି । ମୃତକଙ୍କ ଶରୀର ପତଳା ଥିବା ଜଣାଯାଇଛି । ମୃତଦେହକୁ ନେଇ ପୋଲିସର ଛାନଭିନ ଚାଲିଛି । ଲୁଟ ଉଦ୍ଦେଶ୍ୟ ରେ ବା ମାରପିଟ୍ ହୋଇ ମୃତ୍ୟୁ ହୋଇଛି ତାହା ଷ୍ପଷ୍ଟ ହୋଇନାହିଁ । ବିଭିନ୍ନ ଦିଗକୁ ନେଇ ଭରତପୁର ଥାନା ପୋଲିସ୍ ତଦନ୍ତ ଜାରି ରଖିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments