Homeaccidentସ୍କୁଟିକୁ ମୁହାଁମୁହିଁ ଧକ୍କା ଦେଲା ଆମ ବସ୍, ୩ ମହିଳା ଆହତ

ସ୍କୁଟିକୁ ମୁହାଁମୁହିଁ ଧକ୍କା ଦେଲା ଆମ ବସ୍, ୩ ମହିଳା ଆହତ

କେନ୍ଦୁଝର, (୧୦/୧୧) : ଆପ୍ର : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଆଟୋପୂର୍ ଠାରେ କୃଟ ଆମ ବସ୍ ଧକ୍କାରେ ତିନି ମହିଳା ଆହତ ହୋଇଛନ୍ତି । ସେଥି ମଧ୍ୟରୁ ଦୁଇ ଗୁରୁତର ହୋଇଥିବା ଜଣାପଡ଼ିଛି ।

ସମସ୍ତଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବସକୁ ସ୍ଥାନୀୟ ବାସିନ୍ଦା ଅଟକାଇ ଥିବାବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଯେ ତିନି ଜଣ ମହିଳା ଏକ ସ୍କୁଟି ଯୋଗେ ପୂରୁଣା ସହର ରୁ କେନ୍ଦୁଝର ସହର ଆଡ଼େ ଯାଉଥିବା ବେଳେ ସ୍ଥାନୀୟ ଆଟୋପୁର ଠାରେ କ୍ରୁଟ ଆମ ବସ ମୁହମୁହିଁ ଧକ୍କା ଦେଇଥିଲା । ଫଳରେ ସ୍କୁଟି ଆରୋହୀ ତିନି ଜଣ ଗୁରୁତର ହୋଇଥଲେ । ଏହି ଘଟଣା ପରେ ଆମ ବସ୍ ଉକ୍ତ ରାସ୍ତା ରେ ଚଳାଚଳ ବନ୍ଦ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments