ଧକ୍କା ଦେଲା ବାଲି ବୋଝେଇ ହାଇୱା, ଦୁଇ ଶଗଡିଆଙ୍କ ମୃତ

Date:

Share post:

ବ୍ରହ୍ମପୁର, (୦୪/୦୬) : ଆପ୍ର : ଧକ୍କା ଦେଲା ବାଲି ବୋଝେଇ ହାଇୱା । ଦୁଇ ଶଗଡିଆଙ୍କ ମୃତ୍ୟୁ । ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଜଗନ୍ନାଥପୁର-ପ୍ରତାପଗିରି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।

ମୃତକ ହେଲେ ନାଥ ଜେନା ଓ ବିଜୟ ଗୌଡ଼ । ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଦୁଇଜଣ ଶଗଡ଼ରେ ବାଉଁଶ ନେଇ ଯାଉଥିବାବେଳେ ଏକ ହାଇୱା ଧକ୍କା ଦେଇଥିଳା । ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ହାଇୱାକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

spot_img

Related articles

ସୁନ୍ଦରଗଡ଼ରେ ଏସ୍‌.ଆଇ.ଆର୍. ଉପରେ ସଚେତନତା ରଥର ଶୁଭାରମ୍ଭ

ସୁନ୍ଦରଗଡ଼, (୦୪/୦୬) : ଆପ୍ର : ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍.ଆଇ.ଆର୍. ଉପରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଏକ...

ଆସନ୍ତା ୨୪ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ମୌସୁମୀ; ଓଡ଼ିଶାରେ ବଢ଼ିବ ବର୍ଷା

ଭୁବନେଶ୍ୱର, (୦୪/୦୬) : ଆପ୍ର : ଦେଶରେ ବର୍ଷା ଋତୁର ଆଗମନ ପାଇଁ ଆଉ ଅପେକ୍ଷା ନାହିଁ । ଭାରତୀୟ ପାଣିପାଗ ବିଭାଗ (IMD)ର...

ଏସ୍ଆଇଆର୍ କାର୍ଯ୍ୟରେ ଅବହେଳା ପାଇଁ ବିଡ଼ିଓ ନିଲମ୍ବିତ

ମୟୁରଭଞ୍ଜ, (୦୪/୦୬) : ଆପ୍ର : ଏସ୍ଆଇଆର୍ କାର୍ଯ୍ୟରେ ଅବହେଳା ପାଇଁ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବିଡ଼ିଓ ତଥା ଏଇଆରଓ ବନଜା ଦାସଙ୍କୁ ନିଲମ୍ବିତ...

ସମ୍ପତ୍ତି ପାଇଁ କତା ରେ ହାଣିଲେ ଦାଦା

ରାଜନଗର, (୦୪/୦୬) : ଆପ୍ର : ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ । ଜମି ଜମା ଭାଗ ବଣ୍ଟାକୁ କେନ୍ଦ୍ର କରି ଆଜି...