Homebreaking newsସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ମନ୍ତ୍ରୀ ସୁରକ୍ଷିତ

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ମନ୍ତ୍ରୀ ସୁରକ୍ଷିତ

ବାଂଶପାଳ, (୧୯/୦୬) : ଆପ୍ର : ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ । କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା l

ମନ୍ତ୍ରୀ ମୁକେଶ ମହାଲିଙ୍ଗ ସମ୍ବଲପୁର ରୁ ମୟୁରଭଞ୍ଜ ଯାଉଥିବା ବେଳେ ଜଗମୋହନପୁର ଛକରେ ହମ୍ପସ ଥିବା ସ୍ଥାନରେ ଆଗରେ ଯାଉଥିବା ପାଇଲଟିଙ୍ଗ ଗାଡି ହଠାତ ବ୍ରେକ ମାରିବାରୁ ପଛରେ ଥିବା ମନ୍ତ୍ରୀଙ୍କ ଗାଡି ଯାଇ ଧକ୍କା ହୋଇଥିଲା l ମନ୍ତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ସୌଭାଗ୍ୟ ବଶତଃ ଗାଡିର ସୁରକ୍ଷା ବେଲୁନ ବାହାରି ଯିବାରୁ ମନ୍ତ୍ରୀ ସୁରକ୍ଷିତ ରହିଯାଇଥିଲେ l ଦୁର୍ଘଟଣା ପରେ ଅନ୍ୟ ଏକ ଗାଡ଼ିରେ ମୟୂରଭଞ୍ଜ ଯାଇଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments