Homelocalତାରାତାରିଣୀ ମହାବିଦ୍ୟାଳୟ ପରିଚାଳନା କର୍ମଚାରୀ ସଂଘ ପକ୍ଷରୁ ନବନିଯୁକ୍ତ ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ତାରାତାରିଣୀ ମହାବିଦ୍ୟାଳୟ ପରିଚାଳନା କର୍ମଚାରୀ ସଂଘ ପକ୍ଷରୁ ନବନିଯୁକ୍ତ ଅଧ୍ୟକ୍ଷଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

ପୁରୁଷୋତ୍ତମପୁର, (୨୯/୦୭) : ଆପ୍ର : ସ୍ଥାନୀୟ ତାରାତାରିଣୀ ମହାବିଦ୍ୟାଳୟରେ ନବନିଯୁକ୍ତ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାସଙ୍କୁ ମହାବିଦ୍ୟାଳୟ ପରିଚାଳନା କର୍ମଚାରୀ ସଂଘ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା ।

ଏହି ଅବସରରେ ଶ୍ରୀ ପ୍ରକାଶ ଚନ୍ଦ୍ର ଜେନା, ଶ୍ରୀମତୀ ହରିପ୍ରିୟା ନାୟକ, ଡଃ ପ୍ରଶାନ୍ତ କୁମାର ପଟ୍ଟନାୟକ, ଶ୍ରୀ ଦେବୀପ୍ରସାଦ ମିଶ୍ର, ଶ୍ରୀ କୃଷ୍ଣଚନ୍ଦ୍ର ନାୟକ, ଖେଳ ଅଧ୍ୟାପକ ଶ୍ରୀ ଶିବ ପ୍ରସାଦ ବେହେରା, ଶ୍ରୀ ନୀଳାଚଳ ଦାଶ, ଶ୍ରୀ ମନୋଜ କୁମାର ପଟ୍ଟନାୟକ, ଶ୍ରୀମତୀ ମଞ୍ଜୁଲତା ଦାଶ, ଜି. ଜଗଦୀଶ୍ୱର ରାଓ, ଶ୍ରୀ ଅନିଲ କୁମାର ବେହେରା, ସୁଶ୍ରୀ ପ୍ରିୟଙ୍କା ମିଶ୍ର, ଶ୍ରୀ ପ୍ରସାଦ ବେହେରା, ସୁଶ୍ରୀ ସାକମ୍ବରୀ ସାହୁ, ଶ୍ରୀମତୀ ଋତୁପର୍ଣ୍ଣା ସ୍ୱାଇଁ, ଶ୍ରୀ ହିମାଂଶୁ ଶେଖର ପଣ୍ଡା, ଶ୍ରୀ ଶୁଭାଶିଷ ପଣ୍ଡା, ଶ୍ରୀ ପ୍ରୀତ୍ୟୁଷ କୁମାର ପଟ୍ଟନାୟକ, ଶ୍ରୀ କୈଳାଶ ବେହେରା, ଶ୍ରୀମତୀ ରିତାଞ୍ଜଳୀ ସାହୁ, ଶ୍ରୀମତୀ ସୁପ୍ରଭା ଦାଶ, ଶ୍ରୀ ଦିଗାମ୍ବର ପଣ୍ଡା, ଶ୍ରୀ ଟୁଲୁ ବେହେରା ଓ ଶ୍ରୀ ଦୀପକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ସମସ୍ତ ସଦସ୍ୟ ନବନିଯୁକ୍ତ ଅଧ୍ୟକ୍ଷଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କର ସଫଳ କାର୍ଯ୍ୟକାଳ କାମନା କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments