Homebreaking newsଭଣଜାର ତେଣ୍ଟା ମାଡ଼ରେ ମାମୁଁ ମୃତ, ଅଭିଯୁକ୍ତ ଅଟକ

ଭଣଜାର ତେଣ୍ଟା ମାଡ଼ରେ ମାମୁଁ ମୃତ, ଅଭିଯୁକ୍ତ ଅଟକ

ଆଳି, (୦୬/୧୧) : ଆପ୍ର : ଭଣଜାର ତେଣ୍ଟା ମାଡ଼ରେ ମାମୁଁ ମୃତ । ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ମହାସାହାଣୀ କେଳାବସ୍ତିରେ ।

ମୃତକ ହେଲେ ଗିରିଧାରୀ ଦାସ । ଭଣଜାର ଅପରାଧିକ କାର୍ଯ୍ୟକଳାପକୁ ବିରୋଧ କରିବାରୁ ଗିରିଧାରୀଙ୍କୁ ଭଣଜା ଓ ସମ୍ପର୍କୀୟ ପୁତୁରା ହତ୍ୟାକରିଥିବା ନେଇ ଆଳି ଥାନାରେ ଅଭିଯୋଗ ହୋଇଛି । ପୋଲିସ ଅଭିଯୁକ୍ତ କାରେନ୍ ଦାସକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ କରୁଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅନ୍ୟଜଣେ ଅଭିଯୁକ୍ତ ଫେରାର ଅଛି। ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments