ବିଶ୍ରାମଗାର ବିପଦ ସଂକୁଳ ଅବସ୍ଥାରେ

Date:

Share post:

ରାଇକିଆ, (୨୬/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ମୂଖ୍ୟ ବଜାର ରେ ରହିଥିବା ଯାତ୍ରୀ ବିଶ୍ରାମଗାର ବିପଦ ସଂକୁଳ ଅବସ୍ଥାରେ ରହିଛି

ଯାହାକୁ ନେଇ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି ବ୍ୟକ୍ତି ଏବଂ ଛାତ୍ରଛାତ୍ରୀ ମାନେ । ଏଥି ପ୍ରତି କାହାର ନଜର ପଡ଼ୁନାହିଁ । ଫଳରେ ସାଧାରଣ ଲୋକଙ୍କୁ ଅସୁବିଧା ଭୋଗିବାକୁ ପଡୁଛି । ଫଳରେ ବିଭିନ୍ନ ଅଞ୍ଚଳରୁ ଅନେକ ଛାତ୍ରଛାତ୍ରୀମାନେ ପଢିବା ପାଇଁ ଆସିଥାନ୍ତି । ସେମାନେ ଘରକୁ ଫେରିବା ପାଇଁ ବସକୁ ଅପେକ୍ଷା କରିବାକୁ ପଡେ ଯାତ୍ରୀ ବିଶ୍ରାମଗାର ଉପରେ । ରହିଥିବା ବିଶ୍ରାମଗାର ଟି ବହୁତ୍ ବର୍ଷ ହୋଇ ରହିଛି । ସବୁ କିଛି ଭାଙ୍ଗି ଗଲାଣି ।ଏହିସମସ୍ୟାର ସମାଧାନ ତୁରନ୍ତ ହେଲେ ବହୁତ୍ ଭଲ ହୋଇ ପାରନ୍ତା । ବ୍ଲକ ଓ ପଞ୍ଚାୟତ ପ୍ରଶାସନ ଦୃଷ୍ଟି ଆକର୍ଷଣ ଦେଲେ ଲୋକ ମାନେ ବହୁ ତ୍ ଖୁସି ହୋଇ ପାରିବେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା, ୮ ରାଉଣ୍ଡ ଗୁଳି ମାଡ଼

ବାଲେଶ୍ଵର, (୨୬/୦୬) : ଆପ୍ର : ସ୍ପଷ୍ଟ ଦିବାଲୋକରେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା । ଗୋଟିଏ କି ଦୁଇଟି ନୁହେଁ ଆଠଟି ଗୁଳି...

ପୁରୀ ସମୁଦ୍ରରେ ଅଘଟଣ, ବୁଡ଼ିଯାଉଥିବା ବେଳେ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ, (୨୬/୦୬) : ଆପ୍ର : ବୁଡ଼ିଯାଉଥିବା ବେଳେ ପର୍ଯ୍ୟଟକ ଉଦ୍ଧାର । ପୁରୀ ସମୁଦ୍ରରେ ବୁଡ଼ିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫଗାର୍ଡ । କ୍ୟାମେରାରେ...

ମଣ୍ଡିରୁ ଉଠୁନି ଧାନ, ଚିନ୍ତାରେ ଚାଷୀ

ସୁବର୍ଣ୍ଣପୁର, (୨୬/୦୬) : ଆପ୍ର : ମଣ୍ଡିରେ ପଡ଼ିଛି ଧାନ । ଚିନ୍ତାରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କଳାପଥର ଅଞ୍ଚଳର ଚାଷୀ । ୧୫ଦିନ...

ସଞ୍ଜ ନଇଁଲେ ଗାଁମୁହାଁ ମାଳମାଳ ହାତୀ, ଭୟଭୀତ ଅବସ୍ଥାରେ ଗାଁଲୋକେ

ରେଢ଼ାଖୋଲ, (୨୬/୦୬) : ଆପ୍ର : ସଞ୍ଜ ନଇଁଲେ ଗାଁମୁହାଁ ମାଳମାଳ ହାତୀ । ଜଙ୍ଗଲରୁ ଆସି ଆତଙ୍କ ମଚାଇଛନ୍ତି । ଭୟଭୀତ ଅବସ୍ଥାରେ...