Homebreaking newsଚିକେନ ରୋଲ ଆଳରେ ରାଜାଧାନୀରେ ଗଞ୍ଜେଇ ରୋଲ୍ ବିକ୍ରି, ଅଭିଯୁକ୍ତ ଗିରଫ

ଚିକେନ ରୋଲ ଆଳରେ ରାଜାଧାନୀରେ ଗଞ୍ଜେଇ ରୋଲ୍ ବିକ୍ରି, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, (୦୩/୧୧) : ଆପ୍ର : ରାଜାଧାନୀରେ ଗଞ୍ଜେଇ ରୋଲ୍ ବିକ୍ରି । ଚିକେନ ରୋଲ ଆଳରେ ବିକ୍ରି ହେଉଥିଲା ଗଞ୍ଜେଇ ରୋଲ । ଗଞ୍ଜେଇ କିଣିବାକୁ ଫାଷ୍ଟଫୁଡ ଦୋକାନରେ ଲାଗୁଥିଲା ଭିଡ଼ । ଖଣ୍ଡଗିରି ଛକରେ ଫାଷ୍ଟଫୁଡ ଦୋକାନ କରି ବିକୁଥିଲା ଗଞ୍ଜେଇ ।

ଶେଷରେ ଧରାପଡିଗଲା ନିଶା ବେପାରୀର ନିଶା କାରବାର । ଗଞ୍ଜେଇ କାରବାର ଅଭିଯୋଗରେ ଫାଷ୍ଟଫୁଡ ଦୋକାନିକୁ ବାନ୍ଧିଛି ପୋଲିସ । ୨୧ କେଜି ଗଞ୍ଜେଇ ସହ ଫାଷ୍ଟଫୁଡ ଦୋକାନିକୁ ଗିରଫ କରିଛି କମିଶନରେଟ୍ ପୋଲିସ୍ । ଗିରଫ ଅଭିଯୁକ୍ତ ନା ହରେକୃଷ୍ଣ ବାଡତିଆ । ଘର ଗଞ୍ଜାମ ଅଞ୍ଚଳରେ । ଦେଖି କନ୍ଧମାଳ ରୁ ଗଞ୍ଜେଇ ଆଣି ରାଜଧାନୀରେ ଏପରି ନିଆରା ଢଙ୍ଗରେ ବିକ୍ରି କରୁଥିଲା । ଏନେଇ ସ୍କୁଟି ଯୋଗୃ ଗଞ୍ଜେଇ ଆଣିବା ବେଳେ ମାଡ଼ି ବସିଥିଲା ମେତ୍ରିବିହାର ଥାନା ପୋଲିସ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments