Homebreaking newsପାରିବାରିକ କଳହରୁ କୀଟନାଶକ ଖାଇ ଆତ୍ମହତ୍ୟା

ପାରିବାରିକ କଳହରୁ କୀଟନାଶକ ଖାଇ ଆତ୍ମହତ୍ୟା

ପାଟଣା, (୧୬/୦୬) : ଆପ୍ର : ଘଟଗାଁ ଥାନା ଢେଙ୍କିକୋଟ ପୁଲିସ ଅଞ୍ଚଳ ଛତିଆ ଗ୍ରାମର ଘନଶ୍ୟାମ ମୁଣ୍ଡା(୩୦)କୀଟନାଶକ ଖାଇ ମୃତ୍ୟୁବରଣ କରିଛନ୍ତି

ଘନଶ୍ୟାମଙ୍କ ଘର ହାତୀ ଭାଙ୍ଗି ଦେଇଥିବାରୁ ସେ ପତ୍ନୀ ଓ ୩ ପିଲାଙ୍କୁ ନେଇ ଶଶୂର ଘର କାଶିବେଡା ଗ୍ରାମରେ ରହୁଥିଲେ । ଗତକାଲି ରାତି କୌଣସି କାରଣକୁ ନେଇ ପାରିବାରିକ କଳହ ପରେ ମାନସିକ ଭାରସାମ୍ୟ ହରାଇ ଘନଶ୍ୟାମ କୀଟନାଶକ ଖାଇ ଗୁରୁତର ହୋଇଥିଲେ । ପ୍ରଥମେ ତାକୁ ଘଟଗାଁ ଓ ସେଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆ ଯାଇଥିଲେ ହେଁ ସେଠାରେ ସେ ପ୍ରାଣ ହରାଇଛନ୍ତି । ଘଟଗାଁ ଥାନା ଅପମୃତ୍ୟୁ ମାମଲା ୩୦/୨୦୨୬ ମୂଳେ ଏ ଏସ ଆଇ ବ୍ୟାସଦେବ ନିର୍ଦ୍ଦା ଆଜି ମୃତକର ଶବ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments