Homelocalଶ୍ରୀ ଗୋପାଳଜୀଙ୍କ ବାରଗୋଟି ଅଷ୍ଟଧାତୁ ପ୍ରତିମୂର୍ତ୍ତି ଫେରାଇ ଆଣିବା ଉପରେ ଆଧାରିତ ପୁସ୍ତକ ଜିଲ୍ଲା ଗ୍ରନ୍ଥାଗାରକୁ...

ଶ୍ରୀ ଗୋପାଳଜୀଙ୍କ ବାରଗୋଟି ଅଷ୍ଟଧାତୁ ପ୍ରତିମୂର୍ତ୍ତି ଫେରାଇ ଆଣିବା ଉପରେ ଆଧାରିତ ପୁସ୍ତକ ଜିଲ୍ଲା ଗ୍ରନ୍ଥାଗାରକୁ ପ୍ରଦାନ

ସୁବର୍ଣ୍ଣପୁର, (୦୮/୦୯) : ଆପ୍ର : ସୋନପୁର ଉପ ଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ଡ. ସୌମ୍ୟରୂପା ରଥ ଶ୍ରୀ ଗୋପାଳଜୀଙ୍କ ବାରଗୋଟି ମୂର୍ତ୍ତିକୁ ସୋନପୁର ଫେରାଇ ଆଣିବା ଉପରେ ଆଧାରିତ ପୁସ୍ତକ ‘ଅନୁଭୂତିରେ ଶ୍ରୀ ଗୋପାଳଜୀ’ ଜିଲ୍ଲା ଗ୍ରନ୍ଥାଗାରକୁ ପାଠକ-ପାଠିକାମାନଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।WhatsApp Image 2026 09 08 at 16.20.12 1

ଏହି ପୁସ୍ତକରେ ଉପ ଜିଲ୍ଲାପାଳ ଡ଼ ରଥଙ୍କ ଭୂମିକା ଏବଂ ପରିଶ୍ରମ ବର୍ଣ୍ଣନା କରାଯାଇଛି । ଦୀର୍ଘ ୪୨ ବର୍ଷ ପରେ ଗୋପାଳଜୀ ମନ୍ଦିରକୁ ଅଷ୍ଟଧାତୁରେ ନିର୍ମିତ ୧୨ଗୋଟି ପ୍ରତିମୂର୍ତ୍ତି ଫେରାଇ ଆଣିବାରେ ସେ ସଫଳ ହୋଇଛନ୍ତି । ଏହି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ଏବଂ ଗ୍ରନ୍ଥାଗାରର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments