ରାଜଧାନୀରେ ମାତିଛି ମୋବାଇଲ ଲୁଟେରା ଗ୍ୟାଙ୍ଗ

Date:

Share post:

ଭୁବନେଶ୍ବର, (୨୯/୦୫) : ଆପ୍ର : ରାଜଧାନୀରେ ଦେଖାଦେଇଛି ଲୁଟେରା ଗ୍ୟାଙ୍ଗ । ବନ୍ଧୁକ ମୁନରେ ଲୁଟ୍ ଉଦ୍ୟମ । ରାଜଧାନୀରେ ମାତିଛି ମୋବାଇଲ ଲୁଟେରା ଗ୍ୟାଙ୍ଗ ।

ବନ୍ଧୁକ ଦେଖାଇ ମହିଳାଙ୍କ ଠାରୁ ମୋବାଇଲ ଲୁଟ ଉଦ୍ୟମ । ବରମୁଣ୍ଡା ଓଭରବ୍ରିଜ ତଳେ ଘଟଣା ଘଟିଥିଲା । ଲୁଟେରା ଜଣକ ମହିଳାଙ୍କ ଠାରୁ ମୋବାଇଲ ଛଡାଇ ନେଇ ଛୁ’ ମାରୁଥିବା ବେଳେ କାବୁ କଲେ ଲୋକେ । ପରେ ସ୍ଥାନୀୟ ଲୋକେ ତାକୁ ପୋଲିସ ହାତରେ ତାକୁ ହସ୍ତାନ୍ତର କରିଥିଲେ । ଅଭିଯୁକ୍ତ ପାଖରୁ ଏକାଥରେ ୧୯ଟି ମୋବାଇଲ ଜବତ ହୋଇଥିଲା । ଏହି ଘଟଣା ପଛରେ ଏକ ବଡ଼ ରାକେଟ କାମ କରୁଥିବା ସନ୍ଦେହ କରୁଛି ପୋଲିସ । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଲୁଟେରା ଜଣକ ବସ୍ ଓ ବସ୍ ଷ୍ଟାଣ୍ଡକୁ ଟାର୍ଗେଟ କରୁଥିଲା । ଅଭିଯୁକ୍ତର କ୍ରାଇମ ହିଷ୍ଟ୍ରି, ପୂର୍ବ ରେକର୍ଡ ଓ ଗ୍ୟାଙ୍ଗ ଲିଙ୍କକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ପୋଲିସ ।

 

LEAVE A REPLY

Please enter your comment!
Please enter your name here

spot_img

Related articles

ଜମି ବିବାଦକୁ ନେଇ ନିଆଁ ଲଗାଇଲେ ଦୁର୍ବୃତ୍ତ

କଣ୍ଟାବାଞ୍ଜି, (୨୦/୦୬) : ଆପ୍ର : ଜମିର ମରାମତି କରୁଥିବାବେଳେ ଚାରି ଜଣ ଡ୍ରାଇଭରଙ୍କୁ ନିସ୍ତୁକ ମାଡ ମାରି ତିନୋଟି ଟ୍ରାକ୍ଟର ଓ ଗୋଟିଏ...

ଜେ.କେ କାଗଜ କଳର ପୂର୍ବତନ ଅଧ୍ୟକ୍ଷ ସ୍ଵର୍ଗତ ହରି ଶଙ୍କର ସିଂଘାନିଆଙ୍କ ୯୩ତମ ଜନ୍ମଦିନ ପାଳନ

ରାୟଗଡା, (୨୦/୦୬) : ଆପ୍ର : ଜେ.କେ କାଗଜ କଳର ପୂର୍ବତନ ଅଧ୍ୟକ୍ଷ ସ୍ୱର୍ଗତ ହରି ଶଙ୍କର ସିଂଘାଣିଆଙ୍କ ୯୩ତମ ଜନ୍ମ ଦିନ ପାଳନ...

ଗାଁ ଦୁଆରେ ସରକାର: ୨୦ ଜୁନ୍‌ରୁ ପ୍ରତି ପଞ୍ଚାୟତରେ ‘ଜନକଲ୍ୟାଣ ଶିବିର’

ଭୁବନେଶ୍ୱର, (୨୦/୦୬) : ଆପ୍ର : ସରକାରୀ ଯୋଜନାର ଲାଭ ଯେପରି କୌଣସି ଯୋଗ୍ୟ ହିତାଧିକାରୀଙ୍କ ନିକଟରୁ ବଞ୍ଚିତ ନ ହୁଏ ଏବଂ ଜନସାଧାରଣଙ୍କ...

ମୁହଁକୁ ସ୍ପ୍ରେ ମାରିଲେ ସୁନା ଚେନ୍ ନେଇ ଫେରାର ମାରିଲେ ଦୁର୍ବୃତ୍ତ

କେନ୍ଦୁଝର, (୨୦/୦୬) : ଆପ୍ର : ମୁହଁରେ ସ୍ପ୍ରେ ମାରି ଲୁଟିନେଲେ ସୁନା ଚେନ୍ । କେନ୍ଦୁଝରରେ ମହିଳାଙ୍କ ବେକରୁ ଦେଢ଼ ଭରିର ସୁନା...