preranaexpress

Exclusive Content

spot_img

ବଲାଙ୍ଗୀର ଜିଲ୍ଲାକୁ ଶ୍ରେଷ୍ଠ କେମ୍ପୋରୀ ପୁରସ୍କାର/ ରାଜ୍ୟପାଳଙ୍କଠାରୁ ଆୱାର୍ଡ ଗ୍ରହଣ କଲେ ଜିଲ୍ଲା ଶିକ୍ଷା ଅଧିକାରୀ

ମୁରିବାହାଲ ତା ୨୨/୦୫/୨୬): ଭୁବନେଶ୍ୱରର ଲୋକସେବା ଭବନ ସ୍ଥିତ ନୂତନ ଅଭିଷେକ ହଲ୍‌ଠାରେ ଆୟୋଜିତ ଭବ୍ୟ ରାଜ୍ୟ ପୁରସ୍କାର ଉତ୍ସବ ୨୦୨୫ ଅବସରରେ ବଲାଙ୍ଗୀର ଜିଲ୍ଲାକୁ ବେଷ୍ଟ କେମ୍ପୋରୀ ପୁରସ୍କାର ପ୍ରଦାନ କରାଯାଇଛି...

ସୁବର୍ଣ୍ଣପୁର ଜିଲ୍ଲାରେ ରବି ଋତୁ ପାଇଁ ଧାନ କିଣା ଆରମ୍ଭ : କିନ୍ତୁ ଅଧିକାଂଶ ଚାଷୀଙ୍କ ପାଖକୁ ଟୋକନ ଆସି ନ ଥିବାରୁ ଚାଷୀ ମାନଙ୍କ ମହଳରେ ତୀବ୍ର ଅସନ୍ତୋଷ

ସୁବର୍ଣ୍ଣପୁର ,(୨୨/୦୫)ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଚରଦା ପେସ୍କ୍ (ପ୍ରାଥମିକ କୃଷି ସେବା ସମବାୟ ସମିତି) ରେ ଚଳିତ ରବି (ଡାଲୁଅ) ର ଧାନ କିଣା ଆରମ୍ଭ ହୋଇଛି...

ମଧ୍ୟମ ଫାଉଣ୍ଡେସନ ତରଫରୁ ସାମାଜିକ ସମୀକ୍ଷା କର୍ଯ୍ୟକ୍ରମ

ରାଇକିଆ: ରାଇକିଆ ମଧ୍ୟମ ଫାଉଣ୍ଡେସନ ତରଫରୁ ଆୟୋଜିତ ସାମାଜିକ ସମୀକ୍ଷା-୨୦୨୬ କାର୍ଯ୍ୟକ୍ରମ ରାଇକିଆ ସ୍ଥିତ ଜାଗୃତି କୃଷି ଉତ୍ପାଦନକାରୀ ମହିଳା ସମବାୟ ସମିତି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଏ ଦବ୍ଲଓ...