Homelocalମାଁ ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ ଆସନ୍ତା ନଭେମ୍ବର ୧୮ ,୧୯ ଓ ୨୦ ତାରିଖରେ...

ମାଁ ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ ଆସନ୍ତା ନଭେମ୍ବର ୧୮ ,୧୯ ଓ ୨୦ ତାରିଖରେ ଅନୁଷ୍ଠିତ ହେବ

ସୁବର୍ଣ୍ଣପୁର, (୨୧/୧୦) :ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଚରଦା ଠାରେ ମାଁ ଚରଦେଇ ଆଞ୍ଚଳିକ ଲୋକ ମହୋତ୍ସବ ଆସନ୍ତା ନଭେମ୍ବର ୧୮ , ୧୯ ଓ ୨୦ ତାରିଖରେ ୩ ଦିନ ଧରି ଅନୁଷ୍ଠିତ ହେବ ।WhatsApp Image 2026 10 21 at 15.26.58 1

ଏଣୁ ଏହି ଅବସରରେ ଗତ ୨୦ ତାରିଖ ଦିନ ମହୋତ୍ସବ ର ଅଧ୍ୟକ୍ଷ ବୀରମହାରାଜପୁର ବିଧାୟକ ତଥା ସୁବର୍ଣପୁର ଜିଲ୍ଲା DPC ଚ୍ୟାରମେନ ଇଂ ରଘୁନାଥ ଜଗଦଲା ଙ୍କ କରକମଳରେ ମହୋତ୍ସବର ଶୁଭସ୍ତମ୍ଭ ସ୍ଥାପନା ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ମହୋତ୍ସବ ସଭାପତି ଅଶୋକ ପୃଷ୍ଟି, ପ୍ରଶାନ୍ତ ପୁଝାରୀ ଦେବରାଜ ବିଶି ସଚିନନ୍ଦନ ପଧାନ. ସଦାନନ୍ଦ ଥନାପତି ଧୀବର ବେରିହା ପୂର୍ବତନ ସରପଞ୍ଚ ସଦାନନ୍ଦ ଥନାପତି ଧର୍ମେନ୍ଦ୍ର ଥାନପତି ରବି ନାରାୟଣ ଥନାପତି, ବିକାଶ ଭୁଏ, ଲକ୍ଷ୍ମଣ ଥନାପତି , ଜନାର୍ଦନ ଖମାରୀ ହିମାଂଶୁ ମଲ୍ଲିକ, ଚୈତନ୍ୟ ବଗର୍ତ୍ତି, ଡାକ୍ତର ଥନାପତି, ଜିଲ୍ଲା ପରିଷଦ ସଭ୍ୟା ପ୍ରମିଳା କଳତା ଚନ୍ଦ୍ରମା ଅଗ୍ରୱାଲ ଚରଦେଇ ମଣ୍ଡଳ ସଭାପତି ଉଦ୍ଧବ ମହାକୁଡ଼ ମନ୍ଦିର ପୁରୋହିତ ରମେଶ ପୁରୋହିତ ମହୋତ୍ସବ ର ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।WhatsApp Image 2026 10 21 at 15.26.58

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments