Homelocalବେଆଇନ ନିଶାଦ୍ରବ୍ୟ ବିକ୍ରି ନେଇ ଭୁବନେଶ୍ୱରର ବିଭିନ୍ନ ମେଡିସିନ ଦୋକାନରେ ଡ୍ରଗ୍ସ କଣ୍ଟ୍ରୋଲ ବ୍ୟୁରୋ ଓ...

ବେଆଇନ ନିଶାଦ୍ରବ୍ୟ ବିକ୍ରି ନେଇ ଭୁବନେଶ୍ୱରର ବିଭିନ୍ନ ମେଡିସିନ ଦୋକାନରେ ଡ୍ରଗ୍ସ କଣ୍ଟ୍ରୋଲ ବ୍ୟୁରୋ ଓ STFର ଚଢାଉ

ଭୁବନେଶ୍ୱର, (୦୭/୧୦) : ଆପ୍ର : ମେଡିସିନ ଦୋକାନରେ ରେଡ୍ । ଡ୍ରଗ୍ସ କଣ୍ଟ୍ରୋଲ ବ୍ୟୁରୋ ଓ STF ର ଚଢାଉ ।

ବେଆଇନ ନିଶାଦ୍ରବ୍ୟ ବିକ୍ରି ନେଇ ଭୁବନେଶ୍ୱରର ବିଭିନ୍ନ ମେଡିସିନ ଦୋକାନରେ ରେଡ୍ ଚାଲିଛି । ମେଡିସିନ ଓ କଫ ସିରପ୍ ମଧ୍ୟ ଯାଞ୍ଚ କରାଯାଉଛି । ସଠିକ ଢଙ୍ଗରେ ବିକ୍ରି ହେଉଛି କି ନାହିଁ ସେନେଇ ଚାଲିଛି ଯାଞ୍ଚ । ବିନା ପ୍ରେସକ୍ରିପ୍ସନରେ ବିକ୍ରି କରୁଥିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ନିଶାମୁକ୍ତ ଭାରତ ଅଭିଯାନରେ ଚଢାଉ କରିଛି ଟିମ୍ । ଆପୋଲୋ ଫାର୍ମାସୀ ସମେତ ମେଡ୍ ପ୍ଲସ୍, ଡ୍ରଗିଷ୍ଟ ଓ ଷ୍ଟକିଷ୍ଟ ପଏଣ୍ଟରେ ଯାଞ୍ଚ ଚାଲିଛି । ଭୁବନେଶ୍ୱର ଡ୍ରଗ୍ସ କଣ୍ଟ୍ରୋଲ ବ୍ୟୁରୋ ଟିମ୍ ଓ ଓଡ଼ିଶା ଏସଟିଏଫ ଚଢାଉରେ ସାମିଲ ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments