Homelocalଗେଟିପଡା ନୂଆଖାଇ ଭେଟ ଘାଟ ମହୋତ୍ସବ ୨୦୨୬

ଗେଟିପଡା ନୂଆଖାଇ ଭେଟ ଘାଟ ମହୋତ୍ସବ ୨୦୨୬

ରାୟଗଡା, (୨୩/୦୯) : ଆପ୍ର : ରାୟଗଡା ଜିଲ୍ଲାର ଚାନ୍ଦିଲି ପଂଚାୟତ ଅନ୍ତର୍ଗତ ଗ୍ରାମ କଲ୍ୟାଣ ସମିତି ଗେଟିପଡା ଠାରେ ମହାଆଡମ୍ବରରେ ନୂଆଁଖାଇ ଭେଟଘାଟ ଅନୁଷ୍ଟିତ ହୋଇଯାଇଛି ।WhatsApp Image 2026 09 22 at 23.04.31 1

ଏଥିରେ ମୁଖ୍ୟ- ଅତିଥି ଭାବେ ମାନ୍ୟବର ବିଧାୟକ ରଘୁରାମ ମାଛ ସମ୍ମାନୀୟ ଅତିଥି ଭାବେ ବିଜେପି ସଭାପତି ଗୋପୀ ଆନନ୍ଦ, ଏବଂ କାଲିରମ ମାଝି, ତରୁଣ ଗରଡ଼ିଆ, ଉମେଶ ଖୋସଲା, ପ୍ରିତମ ଖରା, ତ୍ରିନାଥ ବିଭୋର ଆୟୋଜକ କମିଟି ସଭାପତି ସନ୍ତୋଷ କୁମାର ତାଣ୍ଡି, ସମ୍ପାଦକ. ଶିବ ସାହୁ, କମିଟି ସଦସ୍ୟ.ରାଜୁ ଶିକା, ଟଙ୍କ ସୁନା କୁରୁକ୍ଷେତ୍ର ତାଣ୍ଡି ବିନୋଦ, ପଙ୍କଜ, ସନ୍ତୋଷ, ସୁରେଶ, ଗୋବିନ୍ଦା, ବିକି, ପୂର୍ଣ୍ଣ ଅର୍ଜୁନ ତାଣ୍ଡି, ଶ୍ରୀପତି ତାଣ୍ଡି, କରୁଣା, କୁନା ପ୍ରକାଶ, ସହଦେଵ, ମିଟୁ, ପ୍ରମୁଖ ଉପସ୍ଥିତ ଥିଲେ । ଲୋକ କଳାର ପ୍ରଚାର ପ୍ରସାର ପାଇଁ ଲୋକକଳା ଦଳକୁ ପ୍ରାଥମିକତା ଦେଇ ଢେମସା, ଓଡିଶୀ ନୃତ୍ୟ ସମ୍ବଲପୁରୀ ଆଉ ଆକର୍ଷଣ ଦଣ୍ଡ ନୃତ୍ୟ ବଲାଙ୍ଗୀର ଜିଲ୍ଲାରୁ ଆଣି ପରିବେଷଣ କରାଯାଇଥିଲା ,ଏଠାରେ ଦୁଇ ହଜାରରୁ ଉର୍ଦ୍ଧ ଲୋକଙ୍କୁ ନୂଆଖାଇ ଅର୍ଣ୍ଣ ପ୍ରସାଦ ସେବନର ଆୟଜନ ହୋଇଥିଲା। ସ୍ଥାନିୟ ଅଞ୍ଚଳର କଳାକାର ଏବଂ ଷାଠିଏ ବର୍ଷରୁ ବୁଦ୍ଧିଜୀବୀ ମାନଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧନା କରଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments