Homebreaking newsଅନଲାଇନ୍ ଟ୍ରେଡିଂ ନାଁ'ରେ ୨ କୋଟିରୁ ଅଧିକ ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ

ଅନଲାଇନ୍ ଟ୍ରେଡିଂ ନାଁ’ରେ ୨ କୋଟିରୁ ଅଧିକ ଟଙ୍କା ଠକେଇ, ଅଭିଯୁକ୍ତ ଗିରଫ

ଭୁବନେଶ୍ୱର, (୧୩/୦୯) : ଆପ୍ର : ଅନଲାଇନ୍ ଟ୍ରେଡିଂ ନାଁରେ ୨ କୋଟିରୁ ଅଧିକ ଟଙ୍କାର ଠକେଇ ! ଅଭିଯୁକ୍ତକୁ ବାନ୍ଧିଲା ପୋଲିସ ।

ଅଭିଯୁକ୍ତ ସୁନୀଲ କୁମାର ସାହୁକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ସୁନୀଲ ଭୁବନେଶ୍ବରରେ ଠକେଇ କାରବାରର ନେଟୱର୍କ ଚଳାଇଥିଲା । ଅଭିଯୋଗ ଅନୁସାରେ, ଅନଲାଇନ୍ ଟ୍ରେଡିଂ ନାମରେ ଲୋକଙ୍କୁ ଫସାଇ ଠକେଇ କରୁଥିଲା ସୁନୀଲ କୁମାର ସାହୁ । ଟ୍ରେଡିଂ ନାଁ’ରେ ଟଙ୍କା ନେଇ ୨ କୋଟିରୁ ଅଧିକ ଟଙ୍କାର ଠକେଇ କରିଥିବା ଅଭିଯୋଗ ହୋଇଛି । ଦାଶରଥି ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଅଭିଯୁକ୍ତ ସୁନୀଲକୁ ଗିରଫ କରିଛି ପୋଲିସ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments