ଭଙ୍ଗା ଅଙ୍ଗନବାଡି ବାରଣ୍ଡାରେ ଚାଲିଛି ପାଠ ପଢା ; ଅସୁରକ୍ଷିତ ଶିଶୁ

Date:

Share post:

ପାଟଣା, (୩୦/୦୫) : ଆପ୍ର : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ମାଛଗଡ ପଞ୍ଚାୟତର କମାରମରା ଗ୍ରାମର ଅଙ୍ଗନବାଡି ଘର ଭାଙ୍ଗି ଯାଇଛି ।

ଛାତ ଓ ତାଜାର ସିମେଣ୍ଟ ଖସି ଭଙ୍ଗା ଲୁହା ଛଡ଼ ଦେଖାଯାଉଛି । ବାରଣ୍ଡାର ଅବସ୍ଥା ମଧ୍ୟ ତଦୃପ ରହିଛି । ଭୟରେ ଅଙ୍ଗନବାଡି କର୍ମୀ ଘର ଭିତରେ ପିଲାଙ୍କୁ ପାଠ ନପଢ଼ାଇ ଅଙ୍ଗନବାଡ଼ି ବାରଣ୍ଡାରେ ପାଠ ପଢ଼ାଉଛନ୍ତି । ଦୀର୍ଘ ୨ ବର୍ଷ ହେବ ଗ୍ରାମବାସୀ ଏନେଇ ଅଭିଯୋଗ କରିଥିଲେ ମଧ୍ୟ କତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ବାଧ୍ୟ ହୋଇ କର୍ମୀ ଜଣକ ବର୍ଷା ଦିନେ ଜଣେ ବ୍ୟକ୍ତିଙ୍କ ଖୋଲା ଘରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି । ଅତିଶୀଘ୍ର ଉକ୍ତ ଅଙ୍ଗନବାଡି ଘର ତିଆରି କରିବାକୁ ସାଧାରଣରେ ଦାବି ହେଉଛି ।

LEAVE A REPLY

Please enter your comment!
Please enter your name here

spot_img

Related articles

NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ, ପୁନଃପରୀକ୍ଷାକୁ ସ୍ୱଚ୍ଛ ଓ ନକଲ-ମୁକ୍ତ କରିବା ପାଇଁ NTAର ଗାଇଡ୍ ଲାଇନ୍

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : NEET ପାଇଁ ବାୟୋମେଟ୍ରିକ୍ ବାଧ୍ୟତାମୂଳକ ! । ପରୀକ୍ଷା ହଲ୍ କୁ ଯିବା ପୂର୍ବରୁ ହେବ ବାୟୋମେଟ୍ରିକ୍...

ଫୁଡ୍ ବିଜନେସ୍ କରୁଥିବା ଲୋକଙ୍କ ପାଇଁ FSSAI ର ନୂଆ ନିୟମ, କଳଙ୍କୀ ଛୁରି ବ୍ୟବହାର ମନା

ନୂଆଦିଲ୍ଲୀ, (୧୯/୦୬) : ଆପ୍ର : ରେଷ୍ଟୁରାଣ୍ଟ, ହୋଟେଲ, ଢାବା ଏବଂ ଫୁଡ୍ ଫ୍ୟାକ୍ଟ୍ରିରେ ଖାଇବା କ୍ବାଲିଟିକୁ ନେଇ ନିୟମ କଡ଼ା ବୋକୁ ଯାଉଛି...

ଗ୍ରୀଷ୍ମ ପ୍ରବାହ ଯୋଗୁଁ ପାଣି ସଙ୍କଟର ଉତ୍କଟ ରୂପ ଧାରଣ

ବେଲପଡ଼ା, (୧୯/୦୬) : ଆପ୍ର : ଗ୍ରୀଷ୍ମ ପ୍ରବାହ ବଢ଼ିବା ସହିତ ପାଣି ସଙ୍କଟ ମଧ୍ୟ ଉତ୍କଟ ରୂପ ଧାରଣ କରିଛି । ବଲାଙ୍ଗିର ଜିଲ୍ଲା...

ପୂର୍ବ ଶତ୍ରୁତା ନେଲା ଜୀବନ; ଘରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ହତ୍ୟା, ଅଭିଯୁକ୍ତ ଅଟକ

ବରଗଡ଼, (୧୯/୦୬) : ଆପ୍ର : ପୂର୍ବ ଶତ୍ରୁତାର ଭୟଙ୍କର ପରିଣତି । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଥାନା ଅନ୍ତର୍ଗତ ତୁର୍ଲା...