Homelocalସିରୋଲ ଠାରେ ରବି ଧାନ ମଣ୍ଡି ଉଦଘାଟିତ

ସିରୋଲ ଠାରେ ରବି ଧାନ ମଣ୍ଡି ଉଦଘାଟିତ

ମୁରିବାହାଲ, (୦୬/୦୬) : ଆପ୍ର : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସିରୋଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅସ୍ଥାୟୀ ରବି ଧାନ ମଣ୍ଡିର ଶୁଭ ଉଦଘାଟିତ ହୋଇଯାଇଛି l

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ, ସମ୍ମାନିତ ଅତିଥି ସିରୋଲ ସରପଞ୍ଚ ଲୋଚନା ବଗର୍ତ୍ତୀ, ପେକ୍ସ ସଭାପତି ଧନଞ୍ଜୟ ମହାନନ୍ଦ,ଏଆରସିଏସ, ଏସଇଏସଏସଓ, ପେକ୍ସ ଡିଇଓ ଆଲୋକ ବେହେରା, ପେକ୍ସ ସଭ୍ୟ ବଗର୍ତ୍ତୀ,ସରପଞ୍ଚ ପ୍ରତିନିଧି ଲମ୍ବୋଦର ବଗର୍ତ୍ତୀ, ଜହର ପ୍ରଧାନୀ, ତପି ସିଂ ପ୍ରଧାନୀ, ପେକ୍ସ ସମ୍ପାଦକ ସତ୍ୟନାରାୟଣ ନାଗ,ପିଅନ ରୀନା ସାହୁ, ନବୀନ ହାତୀ ପ୍ରମୁଖ ଉଦ ସାମିଲ ଥିଲେ । ଚଳିତ ରବି ଋତୁ ପାଇଁ ସିରୋଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅସ୍ଥାୟୀ ରବି ଧାନ ମଣ୍ଡି ଉଦଘାଟିତ ହୋଇଥିବାରୁ ସ୍ଥାନୀୟ ଶତାଧିକ ଚାଷୀ ଖୁସିବ୍ୟକ୍ତ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments