ଆଶ୍ବସ୍ତି ଆଣିଛି କାଳବୈଶାଖୀ, ଆଜି ଦୁଇ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

Date:

Share post:

ଭୁବନେଶ୍ବର, (୦୧/୦୬) : ଆପ୍ର : ଆଶ୍ବସ୍ତି ଆଣିଛି କାଳବୈଶାଖୀ । ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀର ଜାରି ରହିଛି । ଆଜି ଦୁଇ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ।

ଝଡ଼ପବନ, ପ୍ରବଳ ବର୍ଷା, ବିଜୁଳିଘଡ଼ଘଡ଼ି ସହ ଘଣ୍ଟା ପ୍ରତି୬୦ରୁ ୭୦ କିମି ବେଗରେ ପବନ ପାଇଁ ଆଜି କନ୍ଧମାଳ ଓ ଗଜପତି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି କାଳବୈଶାଖୀ ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ପାଇଁ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କାଳବୈଶାଖୀ ସହ ଘଣ୍ଟା ପ୍ରତି ୬୦ରୁ ୭୦ କିମି ବେଗରେ ପବନ ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ କାଳବୈଶାଖୀ ସହ ଘଣ୍ଟା ପ୍ରତି୪୦ରୁ ୫୦ କିମି ବେଗରେ ପବନ ପାଇଁ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଆଗାମୀ ୪ ଦିନ ଯାଏ ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିବ ।

LEAVE A REPLY

Please enter your comment!
Please enter your name here

spot_img

Related articles

ସୁନ୍ଦରଗଡ଼ରେ ଲଜ୍ଜା; ମଧ୍ୟରାତ୍ରୀରେ ନାବାଳିକାଙ୍କୁ ଟେକିନେଇ ଦୁଷ୍କର୍ମ ଅଭିଯୋଗରେ ୨ ଗିରଫ

ସୁନ୍ଦରଗଡ଼, (୦୧/୦୬) : ଆପ୍ର : ସୁନ୍ଦରଗଡ ଜିଲ୍ଲାରେ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଲହୁଣୀପଡ଼ା ଥାନା ଅଞ୍ଚଳର ବଡ଼ପୁରୁଣାପାଣି ଗାଁ'ରେ...

ସ୍ବାମୀ ସହ ଆସି ମହାନଦୀକୁ ଡେଇଁଲେ ନବବିବାହିତା

ସୋନପୁର, (୦୧/୦୬) : ଆପ୍ର : ମହାନଦୀ ସେତୁ ଉପରୁ ଡେଇଁ ମହିଳା ଗୁରୁତର l ସୋନପୁର ମହାନଦୀ ସେତୁ ଉପରୁ ଆଜି ଜଣେ...

ଅନୁଗୁଳରେ ହାତୀ ଆତଙ୍କ, ଦୁଇ ଜଣଙ୍କ ଜୀବନ ନେଲା ଦନ୍ତା

ଅନୁଗୁଳ, (୦୧/୦୬) : ଆପ୍ର : ହାତୀ ନେଲା ୨ ଜୀବନ । ଅନୁଗୁଳରେ ହାତୀ ଆତଙ୍କ। ଅନୁଗୁଳ ବନାଞ୍ଚଳ ଅଧୀନସ୍ଥ ମୂଷାପାପୁଲି ଗାଁ'ରେ...

ଲଭ୍-ସେକ୍ସ-ଧୋକା, ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ

ସମ୍ବଲପୁର // କୁଚିଣ୍ଡା, (୦୧/୦୬) : ଆପ୍ର : ଲଭ୍-ସେକ୍ସ-ଧୋକା । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ପରେ ଧୋକା । ୬ମାସର...