ପାଣି ପିଇବାକୁ ଆସିଲା କୁଟ୍ରା, ଘେରିଗଲେ କୁକୁର

ରାଇକିଆ): ଜଙ୍ଗଲରୁ ପାଣି ସନ୍ଧାନରେ ଗାଁ ନିକଟକୁ ଚାଲିଆସିଥିବା ଏକ କୁଟ୍ରାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ରାଇକିଆ ବନବିଭାଗ । ପାଟଳୀ ସାହି ନିକଟ ଏକ ଚୁଆକୁ ଆସି ପାଣି ପିଉଥିବାବେଳେ କୁକୁରମାନଙ୍କ ଆକ୍ରମଣରେ କୁଟରାଟି ରକ୍ତାକ୍ତ ହୋଇଥିଲା।

ସ୍ଥାନୀୟ ବାସିନ୍ଦା ଙ୍କ ତରଫରୁ ଖବର ପାଇ ରାଇକିଆ ବନ ବିଭାଗ କର୍ମଚାରୀ ମାନେ କୁଟ୍ରାକୁ ଉଦ୍ଧାର କରି ରାଇକିଆ ପ୍ରାଣୀ ଚିକିତ୍ସାଳୟରେ ଆଣି ଚିକିତ୍ସା କରାଇଥିଲେ। ଓକୁଟ୍ରାଟି ସୁସ୍ଥ ହେଲା ପରେ ତାକୁ ପୁଣି ଥରେ ଜଙ୍ଗଲରେ ଛାଡି ଦିଆଯିବ ବୋଲି ବନ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି । ବହୁ ସୁନ୍ଦର୍ ଭାବ ରେ ସେମାନେ ସେବା କରିଥିଲେ।

Hot this week

Topics

spot_img

Related Articles

Popular Categories

spot_imgspot_img