Homelocalପଶ୍ଚିମବଙ୍ଗ ମାଲଦାରେ ଚମକିଲେ କୋରାପୁଟ୍ ଝିଅ ଶ୍ରୀମତୀ ଵେବୀ ବେହେରା

ପଶ୍ଚିମବଙ୍ଗ ମାଲଦାରେ ଚମକିଲେ କୋରାପୁଟ୍ ଝିଅ ଶ୍ରୀମତୀ ଵେବୀ ବେହେରା

କୋରାପୁଟ, (୦୪/୧୧) : ଆପ୍ର : ପଶ୍ଚିମ ବେଙ୍ଗଲ ମାଲଦାରେ FB ଶ୍ରୀ ସୁନ୍ଦରୀ (FSS) ସିନିୟର୍ ଗ୍ରୁପ୍ ରେ ଅଂଶ ଗ୍ରହଣ କରିଥିଲେ । ସମୁଦାୟ ୪୧ ଜଣଙ୍କ ମଧ୍ୟରେ ଓଡ଼ିଶାରୁ ମିସ୍ କ୍ୟାଟେଗରିରେ ଥିଲେ ବେବି ବେହେରା ଏବଂ ପ୍ରାନ୍ତିକ ଦେ FSS ର ଆୟଜକ ଥିଲେ ।WhatsApp Image 2026 11 03 at 17.35.17

ଏବଂ ଓଡ଼ିଶାର ସଂଯାଯୋକ ଅଞ୍ଜଳି ମଧୁସ୍ମିତାଙ୍କ ମାଧ୍ଯମରେ ମାଲଦା ଗସ୍ତ କରିଥିଲେ । ଏଥି ପୁର୍ବରୁ ଵେବି ବେହେରା ପ୍ରତିଷ୍ଠାତା ସୁପର୍ ଗ୍ଲାମ ପ୍ରୀତମ୍ କୁମାର୍ ପାଣି ସାର୍ ଙ୍କ ଠାରୁ ମଡେଲିଙ୍ଗ ଓ ଫ୍ୟାସନ୍ ସୋ କାର୍ଯ୍ଯକ୍ରମ ଗୁଡ଼ିକରେ ଅଂଶ ଗ୍ରହଣ କରିବା ଯାତ୍ରା ଆରମ୍ଭ ହୋଇଥିଲା । ଏଥି ପୁର୍ବରୁ ଗ୍ଲାମ୍ ଇଣ୍ଡିଆ ମିଷ୍ଟରସ୍ ବିଭାଗରେ ପ୍ରଥମ ରନର୍ ଓପ ହୋଇଥିଲେ । ବର୍ତ୍ତମାନ ଶ୍ରୀମତୀ ବେହେରା ପଶ୍ଚିମ ବେଙ୍ଗଲସ୍ଥିତ ମାଲଦାରେ ୩୦,୩୧ octember ଠାରୁ ନଭେମ୍ବର ୦୧ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ଯକ୍ରମ ଅନୁଷ୍ଟିତ ହୋଇଥିଲା । ବେବି ବେହେରା ଓଡ଼ିଶାରୁ ପ୍ରତିନିଧିତ୍ୱ କରିଥିଲେ ।WhatsApp Image 2026 11 03 at 17.35.18 2

ସଂଘର୍ଷପୂର୍ଣ୍ଣ ପ୍ରଥମ ରନର୍ ଅଫ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବେବୀ ବେହେରା ନିଜର ସମସ୍ତ ଶ୍ରେୟ ଏବଂ ପ୍ରଶଂସା ଜନ ସାଧାରଣଙ୍କୁ ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ମୋ ସ୍ୱାମୀ ସୁବାଷ ବେହେରାଙ୍କ ପ୍ରୋତ୍ସାହନ ମୋତେ ଆଜି ଏହି ସମ୍ମାନ ପଦ ମିଳିଛି ଏବଂ ମୋ ବାପା ଶିଵ ବେହେରା ଏବଂ ମା ବାସନ୍ତୀ ବେହେରା ଙ୍କ ଆଶୀର୍ବାଦ ଓ ମୋ ଝିଓ ସିଦ୍ଧି ବେହେରା ର ମନସ୍କାମନା ପୂର୍ଣ୍ଣ ହୋଇଛି । ମୋ ପାଇଁ କୋରାପୁଟ୍ ନେହେରୁ ନଗର ଅଞ୍ଚଳ ବାସୀଙ୍କ ଭଲ ପାଇବା ଓ ସ୍ନେହ ଶ୍ରଦ୍ଧା ଆଜି ସମ୍ମାନିତ କରିଛି । ଏଥିସହିତ ପ୍ରୀତମ୍ ପାଣିଙ୍କ ମାର୍ଗଦର୍ଶନ ସଫଳ ହେବାର ବାଟ ଦେଖାଇଛି । ଆଗକୁ ମଧ୍ୟ ଶ୍ରୀଯୁକ୍ତ ପାଣିଙ୍କ ମାର୍ଗ ଦର୍ଶନରେ ଜାତୀୟ ସ୍ତରରେ ହେଉଥିବା ପ୍ରତିଯୋଗିତା ଗୁଡ଼ିକରେ ଭାଗ ନେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments