Homebreaking newsପାର୍ବଣ ପୂର୍ବରୁ ଅଶାନ୍ତ ରାଜଧାନୀ, ଝାରପଡ଼ାରେ ଦୁର୍ଗାପୂଜା ତୋରଣକୁ କେନ୍ଦ୍ର କରି ୨ ଗୋଷ୍ଠୀ ମୁହାଁମୁହିଁ

ପାର୍ବଣ ପୂର୍ବରୁ ଅଶାନ୍ତ ରାଜଧାନୀ, ଝାରପଡ଼ାରେ ଦୁର୍ଗାପୂଜା ତୋରଣକୁ କେନ୍ଦ୍ର କରି ୨ ଗୋଷ୍ଠୀ ମୁହାଁମୁହିଁ

ଭୁବନେଶ୍ୱର, (୦୬/୧୦) : ଆପ୍ର : ପାର୍ବଣ ପୂର୍ବରୁ ଅଶାନ୍ତ ରାଜଧାନୀ । ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ୨ ଗୋଷ୍ଠୀ ମୁହାଁମୁହିଁ । ଦୁର୍ଗାପୂଜା ତୋରଣକୁ କେନ୍ଦ୍ର କରି ଉତ୍ତେଜନା ।

ରାସ୍ତା ଉପରେ ତୋରଣ ନିର୍ମାଣକୁ ଗୋଟିଏ କମିଟିର ବିରୋଧ । ତୋରଣ ନିର୍ମାଣକୁ ପୋଲିସ ରୋକିବା ପରେ ଉତ୍ତେଜନା ଦେଖାଦେଇଥିଲା । ଘଟଣାସ୍ଥଳରେ ଶତାଧିକ ଲୋକ ହୋହଲ୍ଲା କରିଥିଲେ । ବର୍ତ୍ତମାନ ପୁରୁଣା ଦୁର୍ଗାପୂଜା କମିଟିର ତୋରଣ କାର୍ଯ୍ୟ ବନ୍ଦ ରହିଥିବା ବେଳେ ଏହାକୁ ବିରୋଧ କରିଛି ଝାରପଡ଼ା ପୁରୁଣା ଦୁର୍ଗାପୂଜା କମିଟି । ଲକ୍ଷ୍ମୀସାଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments