Homecrimeଲୁଣା ନଦୀବନ୍ଧରୁ ମିଳିଲା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ

ଲୁଣା ନଦୀବନ୍ଧରୁ ମିଳିଲା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ

କେନ୍ଦ୍ରାପଡ଼ା, (୩୦/୧୦) : ଆପ୍ର : ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର । କେନ୍ଦ୍ରାପଡ଼ା ଲୁଣା ନଦୀବନ୍ଧରୁ ମିଳିଲା ମହିଳାଙ୍କ ମୁଣ୍ଡବିହୀନ ଉଲଗ୍ନ ମୃତଦେହ ।

ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ବୟସ ୪୦ ହେବ ବୋଲି ଅନୁମାନ କରାଯାଉଛି । ଏପର୍ଯ୍ୟନ୍ତ ମହିଳାଙ୍କ ପରିଚୟ ମିଳିନି । ବନ୍ଧ ଉପରେ ପଡ଼ି ରହିଛି ରକ୍ତ ଗଦା । କୁଦାନଗରୀ ଥାନା ମାହାରାକୁଳ ନିକଟ ଲୁଣାନଦୀ ବନ୍ଧରେ ଜଣେ ମୁଣ୍ଡ ବିହିନ ଉଲଗ୍ନ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଦେହରେ ମୁଣ୍ଡ ନାହିଁ । ବନ୍ଧ ଉପରେ ଯେଉଁଠି ମହିଳାଙ୍କ ମୁଣ୍ଡ କଟାଯାଇଛି, ସେଠାରେ ରକ୍ତ ଗଦା ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments