Homelocalକଟକରେ ଦୁଇ ଶହ କୋଟିରୁ ଅଧିକ ଟଙ୍କାର ସୁନା ଚାନ୍ଦି ମେଢ, ଦେଖିବାକୁ ପୂଜା ମଣ୍ଡପରେ...

କଟକରେ ଦୁଇ ଶହ କୋଟିରୁ ଅଧିକ ଟଙ୍କାର ସୁନା ଚାନ୍ଦି ମେଢ, ଦେଖିବାକୁ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼

କଟକ, (୨୧/୧୦) : ଆପ୍ର : ଦୁର୍ଗାପୂଜା ପାଇଁ ଉତ୍ସବମୁଖର କଟକ ସହର । ମା’ଙ୍କ ଦର୍ଶନ ଓ ଚାନ୍ଦି ମେଢ଼ ଦେଖିବାକୁ ପୂଜା ମଣ୍ଡପରେ ଭକ୍ତଙ୍କ ଭିଡ଼ ।

ରଙ୍ଗ ବେରଙ୍ଗର ଆଲୋକମାଳା ସାଙ୍ଗକୁ ଆକର୍ଷଣୀୟ ତୋରଣ ହୋଇଛି । ଚଳିତବର୍ଷ କଟକରେ ୩୮ଟି ଚାନ୍ଦି ମେଢ କରାଯାଇଛି । ଦୁଇ ଶହ କୋଟି ଟଙ୍କାରୁ ଅଧିକ ଟଙ୍କାର ସୁନା ଚାନ୍ଦି ଦେଖିବାକୁ ମିଳିଛି । ଗୋଟିଏ ଚାନ୍ଦି ମେଢ଼ ଅଢ଼େଇରୁ ସାଢ଼େ ତିନି କ୍ଵିଣ୍ଟାଲ୍ ହେବ । ମା’ଙ୍କ ମୁକୁଟ ଓ ଆଭୂଷଣଠୁ ଆରମ୍ଭ କରି ପାର୍ଶ୍ଵ ଦେବାଦେେବୀଙ୍କ ସୁନା , ଚାନ୍ଦିର ଆଭୂଷଣ ମଧ୍ୟ ଅନ୍ୟ ମଣ୍ଡପ ମାନଙ୍କରେ ରହିଛି । ବିଭିନ୍ନ ମଣ୍ଡପରେ ମା’ଙ୍କ ସୁନାର ଆଭୂଷଣ ପ୍ରାୟ ୧ କୁଇଣ୍ଟାଲ ହେବ । ଉଭୟ ସୁନା ଚାନ୍ଦିକୁ ହିସାବ କଲେ ପାଖାପାଖି ୨୦୦ରୁ ଉର୍ଦ୍ଧ୍ଵ କୋଟି ଟଙ୍କାର ଏକ ମୁକ୍ତ ପ୍ରଦର୍ଶନୀ ଦେଖିବାକୁ ମିଳିଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments