ଟିଟିଲାଗଡ଼, (୯/୧୦) : ଆପ୍ର : ଟିଟିଲାଗଡ଼ ବ୍ଲକ ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଙ୍ଘର ଜିଲ୍ଲା ସଭାପତି ସତ୍ୟନାରାୟଣ ଭୋଇଙ୍କ ଆହ୍ୱାନକ୍ରମେ ଏକ କାର୍ଯ୍ୟକାରିଣୀ ବୈଠକ ମନିଗ ଗାଁ ପଞ୍ଚାୟତ ନାନା୍ଝର ଗାଁ ଦୁଆର ସେନି ପୀଠ ଠାରେ ଲବପ୍ରଧାନୀ ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ସଭାରେ ଟିଟିଲାଗଡ଼ ବ୍ଲକ ର ସମସ୍ତ କର୍ମକର୍ତ୍ତା ଉପସ୍ଥିତି ରେ କର୍ମ କର୍ତ୍ତା ଚୟନ କରାଗଲା.ସମସ୍ତ ସଦସ୍ୟ ଙ୍କ ସହମତି ରେ ବାସୁଦେବ ଯାନୀ କୁ ଟିଟିଲାଗଡ଼ ବ୍ଲକ ସଭାପତି ଭାବରେ ଘୋଷଣା କରାଗଲା । ସାଧାରଣ ସମ୍ପାଦକ ଲବପ୍ରଧାନୀ କାଯ୍ୟକାରୀ ସଭାପତି ଗୁଣନିଧି ପ୍ରଧାନୀ ଏବଂ ମୁଖ୍ୟ ଉପଦେଷ୍ଟା ଭାବରେ ଲାଳଗଞ୍ଜନ ପ୍ରଧାନୀ କୁ ମନୋନୀତ କରାଗଲା । ଏହି ସଭା ରେ ଜିଲ୍ଲା ସାଧାରଣ ସମ୍ପାଦକ ପୁରୁଷୋତ୍ତମ ଧରୁଆ ଜିଲ୍ଲା ଆଦିବାସୀ ନେତା ଧନେଶ୍ୱର ମାଝୀ ଆଇନ ପରାମର୍ଶ ଦାତା ଖୁସିରାମ ଯାନୀ ସୋସିଆଲ ମିଡ଼ିଆ ସେଲ ଡି.ଜି. ପ୍ରଧାନୀ ମୁରିବାହାଲ ବ୍ଲକ ସଭାପତି ଲଷ୍ମୀକାନ୍ତ ଧରୁଆ ସମ୍ପାଦକ ମଧୁଯାନୀ ସଇଁତଲା ବ୍ଲକ ସଭାପତି ଦେବେନ୍ଦ୍ର ଭୋଇ, ସମ୍ପାଦକ ଟଙ୍କଧର ଧରୁଆ ।
କର୍ମକର୍ତ୍ତା ହୁଙ୍କାର ଯାନୀ, ଗୋକୁଳ ଭୋଇ ଧନେଶ୍ୱର ଭୋଇ ମନୋହର ପ୍ରଧାନୀ ବିଜୟ ପ୍ରଧାନୀ ଗଣପତି ପ୍ରଧାନୀ ଧୂର୍ବ ଯାନୀ କୁରୁ କୁରୁ ପ୍ରଧାନୀ କପିଳ ପ୍ରଧାନୀ ମୋହନ ପ୍ରଧାନୀ ବ୍ରଜ ପ୍ରଧାନୀ ବିଷ ପ୍ରଧାନୀ ସୁଶାନ୍ତ ପ୍ରଧାନୀ ଏବଂ ଜିଲ୍ଲା ର ସମସ୍ତ ବ୍ଲକ ସଭାପତି ସମ୍ପାଦକ ଆଉ ଅନେକ କର୍ମ କର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ । ଟିଟିଲାଗଡ଼ ବ୍ଲକ ର ନୂତନ ଦାୟିତ୍ୱ ଦେଇଥିବାରୁ ସମସ୍ତ ଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଇ ଥିଲେ । ଏବଂ କର୍ମ କର୍ତ୍ତା କଂ ମହଲରେ ଖୁସିର ଲହରୀ ଖେଳି ଯାଇଛି, । ଶେଷ ରେ ଖୁଶିରାମ ଜାନି ସମସ୍ତ ଙ୍କୁ ଧନ୍ୟବାଦ୍ ଦେଇଥିଲେ ।

