HomecrimeRTO ଚାଲାଣ ସେଟଲେମେଣ୍ଟ ନାଁ'ରେ ୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ୨ ଗିରଫ

RTO ଚାଲାଣ ସେଟଲେମେଣ୍ଟ ନାଁ’ରେ ୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ୨ ଗିରଫ

କଟକ, (୨୦/୦୭) : ଆପ୍ର : RTO ଚାଲାଣ ନାଁରେ ବଡ଼ଧରଣର ଠକେଇ । ଗାଡ଼ି ଚାଲାଣ ସେଟଲେମେଣ୍ଟ ନାଁ’ରେ ଠକେଇ ଅଭିଯୋଗ ।

ପ୍ରାୟ ୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ନେଇ ୧୦ ଜୁଲାଇରେ ସାଇବର ଥାନାରେ ଅଭିଯୋଗ କରାଯାଇଥିଲା । ଏଥିରେ ସମ୍ପୃକ୍ତ ୨ ଅଭିଯୁକ୍ତ ଭଦ୍ରକର ରାଜା ଦାସ ଓ ରଜତ ଲେଙ୍କାଙ୍କୁ ଗିରଫ କରିଛି କଟକ କମିଶନରେଟ ପୋଲିସ । ସରକାରୀ ପୋର୍ଟାଲ ବ୍ୟତିତ ଅନ୍ୟ ଏକ ପୋର୍ଟାଲ କରି ମଧ୍ୟ ଠକେଇ କରୁଥିଲେ । ସେମାନଙ୍କ ନିକଟରେ ୬୧ଟି ମିଛ RTO ଚାଲାଣ, ୩ ମୋବାଇଲ ଜବତ କରାଯାଇଛି । ତେବେ ଏଥିପ୍ରତି ସଜାଗ ରହିବା ପାଇଁ କଟକ ଡିସିପି ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

 

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments