Homebreaking newsଗୁପ୍ତା ପାୱାର ଇନଫ୍ରାଷ୍ଟକ୍ଚର ଲିମିଟେଡ ଉପରେ ସିବିଆଇ ରେଡ, ୪ଟି ରାଜ୍ୟରେ ଏକକାଳୀନ ଚଢ଼ାଉ

ଗୁପ୍ତା ପାୱାର ଇନଫ୍ରାଷ୍ଟକ୍ଚର ଲିମିଟେଡ ଉପରେ ସିବିଆଇ ରେଡ, ୪ଟି ରାଜ୍ୟରେ ଏକକାଳୀନ ଚଢ଼ାଉ

ଭୁବନେଶ୍ୱର, (୨୦/୦୭) : ଆପ୍ର : ଗୁପ୍ତା ପାୱାର ଇନଫ୍ରାଷ୍ଟକ୍ଚର ଲିମିଟେଡ ଉପରେ ସିବିଆଇ ରେଡ । ୪ଟି ରାଜ୍ୟରେ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ କରୁଛି ସିବିଆଇ ।

ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ, ଉତ୍ତରାଖଣ୍ଡରେ ରେଡ୍ । ୧୧ ଶହ ୯କୋଟି ଟଙ୍କାର ଠକେଇ ନେଇ ସିବିଆଇ ପକ୍ଷରୁ ତନାଘନା ଜାରି । ଷ୍ଟକର ମୂଲ୍ୟ ହେରଫେର କରି ବର୍ଦ୍ଧିତ ଦର୍ଶାଇ । ବର୍ଦ୍ଧିତ କ୍ରେଡିଟ୍ ସୁବିଧା ପାଇବା ପାଇଁ କମ୍ପାନୀର ହେରଫେର ନେଇ ଅଭିଯୋଗ ଆଧାରରେ ରେଡ୍ । ଋଣ ପାଣ୍ଠି ଚୋରି ଅଭିଯୋଗରେ ତନାଘନା କରୁଛି ସିବିଆଇ । ମେସର୍ସ ଗୁପ୍ତା ପାୱାର ଇନଫ୍ରାଷ୍ଟ୍ରକ୍ଚର ଲିମିଟେଡର ଚାରି ଜଣ ଅଭିଯୁକ୍ତ ନିର୍ଦ୍ଦେଶକଙ୍କ ଘର ସମେତ ପଶ୍ଚିମବଙ୍ଗରେ ଥିବା କମ୍ପାନି କାର୍ଯ୍ୟାଳୟ, ଉତ୍ତରାଖଣ୍ଡ ଉଦ୍ଧମସିଂହ ନଗର ଜିଲ୍ଲା କାଶୀପୁର, ତାମିଲନାଡୁର ତିରୁଭଲ୍ଲୁର, ଓଡ଼ିଶାର ଭୁବନେଶ୍ୱର ସ୍ଥିତ କମ୍ପାନୀର ତିନୋଟି ଉତ୍ପାଦନ ୟୁନିଟ୍ ରେଡ କରିଛି ଟିମ୍ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments