Homeaccidentଭୁବନେଶ୍ୱର ଓମଫେଡ୍ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ ଚାଳକଙ୍କ ଉପରେ ଚଢ଼ିଗଲା ହାଇୱା

ଭୁବନେଶ୍ୱର ଓମଫେଡ୍ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ ଚାଳକଙ୍କ ଉପରେ ଚଢ଼ିଗଲା ହାଇୱା

ଭୁବନେଶ୍ୱର, (୨୩/୧୧) : ଆପ୍ର : ବାଇକ ଚାଳକଙ୍କ ଉପରେ ଚଢ଼ିଗଲା ହାଇୱା । ଭୁବନେଶ୍ୱର ଓମଫେଡ୍ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ।

ଦୃତ ଗତିରେ ହାଇୱା ଆସି ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଥିଲା । ମୃତ ବାଇକ୍ ଆରୋହୀଙ୍କ ପରିଚୟ ମିଳିପାରି ନାହିଁ । ବାଇକର ନମ୍ବର OD33AX5832 ବ୍ଲାକ ଗ୍ଲାମର ରହିଥିବା ଜଣାପଡିଛି । ଓମଫେଡ୍ ଛକରେ ଧକ୍କା ଦେଇ ଖସିଯାଇଥିଲା ହାଇୱା ଟ୍ରକ୍ । ହାଇୱାକୁ ଜବତ କଲା ଚନ୍ଦ୍ରଶେଖରପୁର ଥାନା ପୋଲିସ । ଦୁର୍ଘଟଣା ପରେ ହାଇୱା ଛାଡ଼ି ଡ୍ରାଇଭର ଫେରାର ହୋଇଛି । ଫେରାର ଡ୍ରାଇଭରଙ୍କୁ ଧରିବାକୁ ତଦନ୍ତ ଜାରି ରଖିଛି ପୋଲିସ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments