Homelocalପୁରୁଷୋତ୍ତମପୁର ଏକ୍ସ ଜିଲ୍ଲା ବୋର୍ଡ ସ୍କୁଲ ରେ ପରିଚାଳନା କମିଟି ଗଠିତ

ପୁରୁଷୋତ୍ତମପୁର ଏକ୍ସ ଜିଲ୍ଲା ବୋର୍ଡ ସ୍କୁଲ ରେ ପରିଚାଳନା କମିଟି ଗଠିତ

ପୁରୁଷୋତ୍ତମପୁର, (୧୮/୦୭) : ଆପ୍ର : ଆଜି ପୁରୁଷୋତ୍ତମପୁର ସ୍ଥିତ ଏକ୍ସ୍ – ବୋର୍ଡ଼ ପ୍ରାଥମିକ ବିଦ୍ୟାଳୟ ର ବିଦ୍ୟାଳୟ ପରିଚାଳନା କମିଟି (ଏସ ଏମ୍ ସି) ଶାନ୍ତିଶୃଙ୍ଖଳା ର ସହ ଗଠିତ ହୋଇଯାଇଛି ।

ନିରୀକ୍ଷକ ଭାବେ ଏ ବି ଇ ଓ କମ୍ ବି ଆର ସି ସି ଶ୍ରୀ ବିଜୟ ଚନ୍ଦ୍ର ବେହେରା,ଏ ବି ଇ ଓ ଶ୍ରୀ ଭକ୍ତ ବତ୍ସଳ ଜାନୀ, ସି ଆର୍ ସି ସି ଶ୍ରୀ ହେମନ୍ତ କୁମାର ବେହେରା ଯୋଗଦେଇଥିଲେ । ସମସ୍ତ ଅଭିଭାବକ ଙ୍କୁ ନେଇ ବସିଥିବା ବୈଠକ ରେ ସର୍ବ ସମ୍ମତି କ୍ରମେ ସଭ୍ୟ/ସଭ୍ୟା ମନୋନୀତ କରାଯାଇଥିଲା । ପରେ ସଭ୍ୟ/ସଭ୍ୟା ମାନେ ଅଧ୍ୟକ୍ଷା ରୂପେ ଶ୍ରୀମତୀ ସୁଦେଷ୍ଣା ବେହେରା ଓ ଉପାଧ୍ୟକ୍ଷI ଭାବେ ଶ୍ରୀମତୀ ସ୍ନେହଲତା ଗୌଡ଼ ଙ୍କୁ ଚୟନ କରିଥିଲେ । ଅନ୍ୟ ସଭ୍ୟ ଓ ସଭ୍ୟା ଙ୍କ ମଧ୍ୟରେ ଶ୍ରୀମତୀ ବନିତା ବେହେରା, , ସୁଜାତା ବେହେରା, ହେମଲତା ବେହେରା , ଉପେନ୍ଦ୍ର ବେହେରା, ବିନୋଦିନୀ ବେହେରା ଗିରିଜା ଶଙ୍କର ପଟ୍ଟନାୟକ, କବିତା ପରିଡ଼ା, ପିଙ୍କି ଗୌଡ଼, ଉପେନ୍ଦ୍ର ବେହେରା, ବିଚିତ୍ର କୁମାର ନାୟକ ଅରୁଣ କୁମାର ଗୌଡ଼ ଙ୍କୁ ଚୟନ କରାଯାଇଥିଲା ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments