ପାଣି ପିଇବାକୁ ଆସିଲା କୁଟ୍ରା, ଘେରିଗଲେ କୁକୁର

Date:

Share post:

ରାଇକିଆ, (୨୫/୦୫) : ଆପ୍ର : ଜଙ୍ଗଲରୁ ପାଣି ସନ୍ଧାନରେ ଗାଁ ନିକଟକୁ ଚାଲିଆସିଥିବା ଏକ କୁଟ୍ରାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ରାଇକିଆ ବନବିଭାଗକୁଟ୍ରା

ପାଟଳୀ ସାହି ନିକଟ ଏକ ଚୁଆକୁ ଆସି ପାଣି ପିଉଥିବାବେଳେ କୁକୁରମାନଙ୍କ ଆକ୍ରମଣରେ କୁଟରାଟି ରକ୍ତାକ୍ତ ହୋଇଥିଲା । ଓ ସ୍ଥାନୀୟ ବାସିନ୍ଦା ଙ୍କ ତରଫରୁ ଖବର ପାଇ ରାଇକିଆ ବନ ବିଭାଗ କର୍ମଚାରୀ ମାନେ କୁଟ୍ରାକୁ ଉଦ୍ଧାର କରି ରାଇକିଆ ପ୍ରାଣୀ ଚିକିତ୍ସାଳୟରେ ଆଣି ଚିକିତ୍ସା କରାଇଥିଲେ । ଓକୁଟ୍ରାଟି ସୁସ୍ଥ ହେଲା ପରେ ତାକୁ ପୁଣି ଥରେ ଜଙ୍ଗଲରେ ଛାଡି ଦିଆଯିବ ବୋଲି ବନ ବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି । ବହୁ ସୁନ୍ଦର୍ ଭାବ ରେ ସେମାନେ ସେବା କରିଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ସିଂହାସିନୀ ଦର୍ଶନ ନୋହିଲା, ଲଡକା ପଲି ନିକଟରେ ବସ ଧକ୍କାରେ ୧୨ଜଣଙ୍କ ମଧ୍ୟରୁ ୬ମୃତ, ୬ ଆହାତ

ଗଞ୍ଜାମ, (୨୫/୦୫) : ଆପ୍ର : ସିଂହାସିନୀ ମନ୍ଦିର କୁ ଭୋଜି ଖାଇବାକୁ ଯିବା ହେଲା କାଳ, ଅଟୋ କୁ ଧକ୍କା ଦେଲା ଯାତ୍ରୀବାହି...

ସେଞ୍ଚୁରିଅନ-କୌଶଳ ସାଥୀ କାର୍ଯ୍ୟକ୍ରମରେ ପ୍ରତିଭାମାନଙ୍କୁ ସମ୍ମାନ

ରାୟଗଡା, (୨୪/୦୫) : ଆପ୍ର : ସେଞ୍ଚୁରିଅନ ୟୁନିଭର୍ସିଟି ଓ ସିକ୍ୟୁ ଏଡ୍ୟୁକେସନାଲ ଫାଉଣ୍ଡେସନଙ୍କ ଯୁଗ୍ମ ଉଦ୍ୟମରେ “ସେଞ୍ଚୁରିଅନ-କୌଶଳ ସାଥୀ” ଶୀର୍ଷକ ଏକ ଭବ୍ୟ...

ପୁଣିଥରେ ଉତ୍ତେଜନା, ପୁଣି ଅଶାନ୍ତ ରାୟଗଡ଼, ଆତଙ୍କିତ ଭୟଭିତ ସହରବାସୀ ; ଥାନା ସମ୍ମୁଖରେ ମାରପିଟ ୩ଜଣ ଗୁରୁତର

ରାୟଗଡ଼ା, (୨୨/୫) : ଆପ୍ର : କିଛି ଦିନତଳେ ନିଖିଲ ହାଡ଼ପାକୁ ଗୁଳି କରି ହତ୍ୟା ଘଟଣାରେ ପୁଣି ଅଶାନ୍ତ ହୋଇଛି ରାୟଗଡ଼ା ସହର...

ପରିବେଶ କର୍ମୀଙ୍କୁ ନେଇ ସିଜେଆଇଙ୍କ ମନ୍ତବ୍ୟକୁ ବିରୋଧ, ୭୧ ଅବସରପ୍ରାପ୍ତ ଅଧିକାରୀଙ୍କ ଖୋଲା ଚିଠି

ନୂଆଦିଲ୍ଲୀ: ପରିବେଶ ସମ୍ବନ୍ଧୀୟ ମାମଲାରେ ଆଦାଲତକୁ ଯାଉଥିବା କର୍ମୀ ଓ ସାମାଜିକ ସଂଗଠନମାନଙ୍କୁ ନେଇ ଭାରତର ମୁଖ୍ୟ ନ୍ୟାୟାଧୀଶ (ସିଜେଆଇ) ସୂର୍ଯ୍ୟ କାନ୍ତଙ୍କ ମନ୍ତବ୍ୟକୁ...