ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ପୁରୁଷୋତ୍ତମପୁର ବ୍ଳକ, ଏନଏସି ଠିକାଦାର ସଙ୍ଘର ବୈଠକ ଅନୁଷ୍ଠିତ

Date:

Share post:

ପୁରୁଷୋତ୍ତମପୁର, (୧୦/୦୬) : ଆପ୍ର : ପୁରୁଷୋତ୍ତମପୁର ବ୍ଳକ ଓ ଏନଏସି ର ସମସ୍ତ ଠିକାଦାର ଭାଇ ମାନଙ୍କ ଦ୍ୱାରା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।

ଏହି ବୈଠକ ରେ ଉଭୟ ଏନଏସି ଏବଂ ବ୍ଲକ ର ସମସ୍ତ ଠିକଦାର ମାନେ ମିଳିତ ବୈଠକ ରେ ସରକାର ଙ୍କ ଦ୍ୱାରା ଆଗତ ଆଗାମୀ ସମସ୍ତ ଟେଂଡର କାମ କୁ ସେଡୁଲ ରେଟ ରେ ପକାଇବା ପାଇଁ ନିଷ୍ପତି ନିଆଯାଇଛି ବୋଲି ବରିଷ୍ଟ ଠିକାଦାର ପ୍ରସ୍ତାବ ଦେଇଛନ୍ତି । ଏହି ବୈଠକ ରେ ଅନୁପସ୍ଥିତ ଠିକାଦାର ଭାଇ ମାନଙ୍କୁ ଯଥା ଶିଘ୍ର ଜଣାଇବା ସହ ବୈଠକ ରେ ଆଲୋଚନା କରାଯାଇ ଥିବା ସମସ୍ତ ନିୟମ ବଳି ଅବଗତ କରାଯିବ । ଏଥି ସହ ସମସ୍ତ ଠିକାଦାର ଭାଇ ମାନଙ୍କୁସେଡୁଲ ରେଟ ରେ ଅଂଶ ଗ୍ରହଣ କରିବା କୁ ଅନୁରୋଧ କରିବା ସହ ଆମ ରାଜ୍ୟ ଏବଂ ଅଂଚଳ ର ବିକାଶ ରେ ସାରଥୀ ସାଜିବାକୁ ଅନୁରୋଧ କରିବୈଠକ ରେ ନିଷ୍ପତି ନିଆଗଲା ।

ଯଦି କୌଣସି ଠିକାଦାର ଭାଇ ପୁରୁଷୋତ୍ତମପୁର ବ୍ଲକ ଠିକାଦାର ସଂଘ ଦ୍ୱାରା ଅବଗତ ସେଡୁଲ ରେଟ ପକ୍ରିୟାକୁ କୁ ବିରୋଧ କରି ଲେସ ଟେଣ୍ଡେର କରନ୍ତି, ତେବେ ପୁରୁଷୋତ୍ତମପୁର ବ୍ଲକ ଠିକାଦାର ମାନଙ୍କ ଦ୍ୱାରା କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଇମାସ ୨୧ ତାରିଖରେ ଏକ ଜିଲ୍ଲା ସ୍ତରୀୟ ବଡ଼ ଧରଣ ର ବୈଠକ ପୁରୁଷୋତ୍ତମପୁର ଏନଏସି ରେ ଅନୁଷ୍ଠିତ ହେବ । ସେହି ଦିନ ଜିଲ୍ଲା ର ସମସ୍ତ ଠିକାଦାର ଭାଇ ଙ୍କୁଅନୁରୋଧ କରାଯିବ କି ସେମାନେ ସରକାର ଙ୍କ ସମସ୍ତ କାମ କୁ ସେଡୁଲ ରେଟ ରେପକାଇବେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଡ୍ରାଇଭିଂ ଲାଇସେନ୍ସକୁ ନେଇ ବଡ଼ ପରିବର୍ତ୍ତନ; ଏଣିକି ବିନା ନୋଟିସରେ ଆଉ ବାତିଲ ହେବନି ଦଳ

ଭୁବନେଶ୍ୱର, (୧୦/୦୬) : ଆପ୍ର : ଗାଡ଼ି ଚାଳକଙ୍କ ପାଇଁ ଆସିଛି ବଡ଼ ଖବର। ଏଣିକି ଟ୍ରାଫିକ୍ ନିୟମ ଭାଙ୍ଗିଲେ ସଙ୍ଗେ ସଙ୍ଗେ ଡ୍ରାଇଭିଂ...

ପେଟ୍ରୋଲ ଢ଼ାଳି ଶ୍ୱଶୁର, ଶାଶୁଙ୍କୁ ପୋଡି ଦେଲା ଜ୍ୱାଇଁ

ବାରିପଦା, (୧୦/୦୬) : ଆପ୍ର : ବାରିପଦାରେ ଅଭାବନୀୟ ଘଟଣା। ମଦ୍ୟପ ଜ୍ୱାଇଁ ପେଟ୍ରୋଲ ଢ଼ାଳି ପୋଡି ଦେଲା ଶ୍ୱଶୁର ଓ ଶାଶୁ ଙ୍କୁ...

ଅବଧି ଶେଷ ଔଷଧ ଖାଇ ଆଶାକର୍ମୀଙ୍କ ଝିଅ ମୃତ

କେନ୍ଦୁଝର, (୧୦/୦୬) : ଆପ୍ର : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସିଂପୁର ପଞ୍ଚାୟତ ତଳବରଡ଼ା ଗାଁର ଆଶାକର୍ମୀ ଶ୍ରୀଦେବୀ ନାଏକଙ୍କ ୧୧ବର୍ଷୀୟ ଝିଅ...

ରାସ୍ତାରେ ଛକି ବସିଥିଲା ଜମ, କଣ୍ଟେନର ଧକ୍କାରେ ୨ ମୃତ

କଳାହାଣ୍ଡି //ନର୍ଲା, (୧୦/୦୬) : ଆପ୍ର : ଗାଡ଼ିରୁ ଧାନ ଖାଲି କରିବାକୁ ରାଇସ ମିଲ୍ ଆସିଥିଲେ । ଛକି ବସିଥିଲା ଜମ ।...