Homelocalସେବା ଭାରତୀ ଓଡିଶା, ଅନୁଷ୍ଠାନ ପକ୍ଷରୁ ଅର୍ଣ୍ଣବ ଝଡ଼ ବାତ୍ୟା ଆଶ୍ରୟ ସ୍ଥଳରେ କୁନି କୁନି...

ସେବା ଭାରତୀ ଓଡିଶା, ଅନୁଷ୍ଠାନ ପକ୍ଷରୁ ଅର୍ଣ୍ଣବ ଝଡ଼ ବାତ୍ୟା ଆଶ୍ରୟ ସ୍ଥଳରେ କୁନି କୁନି ପିଲା ମାନଙ୍କୁ ସ୍କୁଲ ବ୍ୟାଗ୍ ବଣ୍ଟନ

ରାଇକିଆ, (୧୧/୧୧) : ଆପ୍ର : କନ୍ଧମାଳ ଜିଲ୍ଲା ରେ ଅର୍ଣ୍ଣବ୍ ଝଡ଼ ବାତ୍ୟା କ୍ଷତିଗ୍ରସ୍ତ ପୀଡ଼ିତ ପରିବାରର କୁନି କୁନି ଛାତ୍ରଛାତ୍ରୀ ମାନଙ୍କୁ ସେବା ଭାରତୀ ଓଡିଶା ସାଂଗଠନିକ ଅନୁଷ୍ଠାନ ପକ୍ଷରୁ ସ୍କୁଲ ବ୍ୟାଗ୍ ଗୁଡ଼ିକ ବଣ୍ଟନ କରାଯାଇଅଛି ।WhatsApp Image 2026 11 10 at 16.28.10

ଏହି କାର୍ଯ୍ୟକ୍ରମରେ ସେବା ଭାରତୀ ସାଂଗଠନିକ ଅନୁଷ୍ଠାନ ପକ୍ଷରୁ ଟିକାବାଲି ଖଣ୍ଡରୁ ଉମେଶ ପ୍ରଧାନ, ଦାରିଙ୍ଗବାଡି ଖଣ୍ଡରୁ ସୀମାକାନ୍ତ ପ୍ରଧାନ, ରାଇକିଆ ଖଣ୍ଡରୁ ବିରୁପାକ୍ଷ ପାତ୍ର, ସପନ କୁମାର ନାୟକ, ଧର୍ମ ଜାଗରଣ ସମିତିର ଜିଲ୍ଲା ସଂଯୋଜକ ଗୁରୁରାମ ପାତ୍ର ଓ ଘୁ. ଉଦୟଗିରି ନିର୍ବାଚନ ମଣ୍ଡଳୀର ପୁବର୍ତନ ବିଧାୟକ ମନୋଜ କୁମାର ପ୍ରଧାନ ଯୋଗ ଦେଇ ପୀଡ଼ିତ ପରିବାର ଲୋକ ମାନଙ୍କୁ ଏବଂ କୁନି କୁନି ପିଲା ମାନଙ୍କୁ ଉତ୍ସାହିତ କରିଥିଲେ ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments