Homelocalପ୍ରକାଶ ପାଇଲା SSB ର ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପରୀକ୍ଷା ପାଇଁ ନୂତନ...

ପ୍ରକାଶ ପାଇଲା SSB ର ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର କ୍ଲର୍କ ପରୀକ୍ଷା ପାଇଁ ନୂତନ ତାରିଖ, ଏଠାରେ ଜାଣନ୍ତୁ କେବେ

ଭୁବନେଶ୍ୱର, (୨୧/୧୧) : ଆପ୍ର : ବାତ୍ୟା ଅକଭାନ ପ୍ରଭାବକୁ ଦୃଷ୍ଟିରେ ରଖି ନଭେମ୍ବର ୨୧ ଓ ୨୩ ତାରିଖରେ ହେବାକୁ ଥିବା ଜୁନିୟର ଆସିଷ୍ଟାଣ୍ଟ ପଦବୀ ପାଇଁ ଅନୁଷ୍ଠିତ ହେବାକୁ ଥିବା ପରୀକ୍ଷାକୁ ଘୁଞ୍ଚାଯାଇଥିଲା ।

ଏହି ପରୀକ୍ଷା ପାଇଁ ଆଜି SSB ପକ୍ଷରୁ ନୂଆ ତାରିଖ ପ୍ରକାଶ ପାଇଛି । ନଭେମ୍ବର ୨୧ ଓ ୨୩ ତାରିଖରେ ହେବାକୁ ଥିବା ପରୀକ୍ଷା ଡିସେମ୍ବର ୩ ଓ ୪ ତାରିଖରେ ହେବ । ଏଥିସହ SSB ପକ୍ଷରୁ ନଭେମ୍ବର ୨୫, ନଭେମ୍ବର ୨୭, ଡିସେମ୍ବର ୧ ଓ ଡିସେମ୍ବର ୨ ତାରିଖରେ ହେବାକୁ ଥିବା ପରୀକ୍ଷା ପୂର୍ବ ନିର୍ଦ୍ଧାରିତ ସମୟରେ ହେବ । ପରୀକ୍ଷାର୍ଥୀମାନେ ନଭେମ୍ବର ୨୧ ତାରିଖ ରାତି ୮ଟା ପରଠାରୁ SSB ୱେବସାଇଟକୁ ଯାଇ ନିଜର ଆଡ଼ମିଟ୍ କାର୍ଡ ଡାଉନଲୋଡ଼ କରିପାରିବେ । ଏନେଇ SSB ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments