Homelocalତିଗିରିଆ ସେକ୍ସନରେ ହାତୀ ଉପଦ୍ରବ, ଧାନ ସହ ପନିପରିବା ନଷ୍ଟ କରୁଛନ୍ତି ହାତୀପଲ

ତିଗିରିଆ ସେକ୍ସନରେ ହାତୀ ଉପଦ୍ରବ, ଧାନ ସହ ପନିପରିବା ନଷ୍ଟ କରୁଛନ୍ତି ହାତୀପଲ

ଆଠଗଡ଼, (୨୦/୦୯) : ଆପ୍ର : ଆଠଗଡ଼ ବନାଞ୍ଚଳ ତିଗିରିଆ ସେକ୍ସନରେ ହାତୀ ଉପଦ୍ରବ । ଧାନ ଚାଷ ନଷ୍ଟ କରିବା ସହ ପନିପରିବା ନଷ୍ଟ କରୁଛନ୍ତି ହାତୀପଲ

ହାତୀ ବୁଲୁଥବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକ । ଅନେକ ସମୟରେ ହାତୀ ଘଉଡାଇବା ବେଳେ ହାତୀ – ମଣିଷ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଉଛି । ସରଣ୍ଡା ସଂରକ୍ଷିତ ଜଙ୍ଗଲରୁ ଦୁଇଟି ମାଈ ହାତୀ ଓ ଗୋଟିଏ ଛୁଆ ହାତୀ ଆସି ଶାଳୀଜଙ୍ଗା, ତେନ୍ତୁଳିଆ, ବିଷ୍ଣୁପୁର ଆଦି ଅଞ୍ଚଳରେ ଆତଙ୍କ ଖେଳାଇଛନ୍ତି । ପରେ କଳିବିରି, ବିନ୍ଧାଣୀମା ନିକଟ ରାଜ୍ଯ ରାଜପଥ ନଂ ୬୫ ଅତିକ୍ରମ କରି ବାଲି ପୁଟ ଭୁତିଆଡିହ ଗ୍ରାମ ଦେଇ କାଳୀଚାବଲ୍ଳବ ଜଙ୍ଗଲ ମଧ୍ୟରେ ଅଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments