Homelocalଅସାବଧାନତା ପାଇଁ ଚାଲିଗଲା ଜୀବନ, ଚୁଆରେ ପଡ଼ି କଲେଜ ଛାତ୍ର ମୃତ

ଅସାବଧାନତା ପାଇଁ ଚାଲିଗଲା ଜୀବନ, ଚୁଆରେ ପଡ଼ି କଲେଜ ଛାତ୍ର ମୃତ

ରାଇକିଆ, (୩୧/୧୦) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଅଲିମା ଗ୍ରାମରେ ଚୁଆରେ ପଡ଼ି କଲେଜ ଛାତ୍ର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ ଦାରିଙ୍ଗବାଡି ଅଞ୍ଚଳର ମିଲିୟନ ପ୍ରଧାନ ରାଇକିଆ ଅଲିମାଆ ଗ୍ରାମରେ ଭଡ଼ା ଘରେ ରହି କଲେଜରେ ପାଠ ପଢ଼ୁଥିଲେ । ସକାଳୁ ଚୁଆକୁ ଗାଧୋଇବାକୁ ଯାଇଥିବାବେଳେ ଅସାବଧାନତା ଯୋଗୁ ଗୋଡ଼ ଖସିଯିବା ଫଳରେ ଚୁଆ ଭିତରେ ପଡି ମୃତ୍ୟୁ ଘଟିଥିଲା । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇକିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments