Homelocalରାୟଗଡ ମାଟିର ଯୁବ ପିଢ଼ିଙ୍କ ଦ୍ୱାରା ନିର୍ମାଣଧୀନ ଚଳଚିତ୍ର "ଶି ହ ର ଣ" (କାଗଜ...

ରାୟଗଡ ମାଟିର ଯୁବ ପିଢ଼ିଙ୍କ ଦ୍ୱାରା ନିର୍ମାଣଧୀନ ଚଳଚିତ୍ର “ଶି ହ ର ଣ” (କାଗଜ କଲମ ର ଖେଳ) ଶୁଭ ମୁହୁରତ କାଟିଲା ଗୁଡା ଶୈବ୍ୟ ପୀଠରେ ଅନୁଷ୍ଠିତ

ରାୟଗଡା, (୧୬/୧୧) : ଆପ୍ର : ଶିହରଣ ଚଳଚ୍ଚିତ୍ର ର ଶୁଭ ମହୁରତ ଆଜି ଅନୁଷ୍ଠିତ ହେଇଯାଇଛି, ଚଳଚ୍ଚିତ୍ର ଟି ଥ୍ରିଲର, ଗୋଟିଏ ଛୋଟ ଶିଶୁ କୁ ନିର୍ଯାତନା ଦେବା, ଦ୍ୱାରା ଶିଶୁ ଟି ନିଜର ଭାରସାମ୍ୟ ହରାଇ, ବହୁତ ଘଟଣା ଦୁର୍ଘଟଣା ର ସମ୍ମୁଖୀନ ହେଉଛି ।WhatsApp Image 2026 11 15 at 16.52.29

ଓଡ଼ିଶା ରେ ଅଭଳି ଚଳଚିତ୍ର ନିର୍ମାଣ ହେଇ ନାହିଁ,ନାମ ପରି ଶିହରଣ ଦର୍ଶକ ଙ୍କୁ ଶିହରଣ ଦେବ ବୋଲି , ଟିମ୍ ଆଶା ରଖିଛି,ଚଳଚିତ୍ର ଟି 2027 January ରେ ରିଲିଜ୍ ହେବାକୁ ଯାଉଛି, ଚଳଚିତ୍ର ରେ ନିର୍ଦ୍ଦଶେନା ହରପ୍ରସାଦ ଦାଶ(KD)ପେସେରେ ଶିକ୍ଷକ, ସେ ଶିକ୍ଷକତା ସାଙ୍ଗକୁ ସେ KD ପ୍ରଡୋକ୍ସନ ବାନାର ରେ ପୂର୍ବରୁ ୧୫ ଗୋଟି ଛୋଟ ବଡ଼ ଚଳଚିତ୍ର କରିଛନ୍ତି, ସେ ଏକା ଧାରରେ ଏକ କମ ବୟସ ର ଯୁବକ, ସମାଜ ସେବି, ଶିକ୍ଷକ ସାଙ୍ଗକୁ ଏକ ଲେଖକ, ସେ ନିଜେ ବି ଏହି ଚଳଚିତ୍ର ରେ ଏକ ମୁଖ୍ୟ ଭୂମିକା ଦେଇଥିବା ବେଳେ ଅନ୍ୟ ମୁଖ୍ୟ ଭୂମିକରେ ରାୟଗଡା ର ସୁପରିଚିତ ବ୍ୟକ୍ତି ପେସାରେ ସାମ୍ବାଦିକ, ଆଇନ ଯିବି, ଗୁରପ୍ରସାଦ ସାହୁ, ଜନ୍ମେଞ୍ଜୟ ସ୍ୱାଇଁ, ଆମ ଆଦମୀ ପାର୍ଟି ର ଜିଲ୍ଲା ସଭାପତି ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓ ଅନ୍ୟ କଳାକାର ବୃଦ ଯଥା କମଳ ଲୋଚନ ଦିଗାଲ, ଦେବାଶିଷ ଦାଶ, ହିତେଶ କୁମାର, ଉମେଶ ବାରିକ, ସମିରାନ ଦତ୍ତ, ଜ୍ଞାନରଞ୍ଜନ ସାହୁ, ବସନ୍ତ ପାଣଗ୍ରାହୀ, ଜୟନ୍ତ ମାଝି, ଜଗନ୍ନାଥ ସାହୁ, ସାଇ ସାଗର ବ୍ରହ୍ମା, ଫିରୋଜ୍ ଦଣ୍ଡସେନା, ତରୁଣ ଚୌଧୁରୀ, ଧିରେନ ପଟ୍ଟନାୟକ, ଓ ଅନ୍ୟାନ୍ୟ କଳାକାର ଙ୍କୁ ନେଇ ଚଳଚିତ୍ର ଟି ସୁଟିଂ ପାଇଁ ଅଣ୍ଟା ଭିଡ଼ିଛନ୍ତି । ଏହି ଚଳଚିତ୍ର ର ଷ୍ଟୋରି ଏକ ଭିନ୍ନ ପ୍ରକାର, ଏହା ବର୍ତମାନ ର ସମାଜ ରେ କିପରି ଗୋଟିଏ ଶିଶୁ ଟି ବାଳୁତ ବୟସ ରୁ ବିଭିନ୍ନ ଅତ୍ୟାଚାର ସାହି ଶେଷରେ ସେ କେଉଁ ରାସ୍ତା ଆପଣଉଛି ସେହି ଉପରେ ଆଧାରିତ ହୋଇଛି ।

RELATED ARTICLES

LEAVE A REPLY

Please enter your comment!
Please enter your name here

Most Popular

Recent Comments