ରଜ କ୍ୱିନ ୨୦୨୬ ସିଜନ୍- ୦୨

Date:

Share post:

ରାୟଗଡା, (୦୯/୦୬) : ଆପ୍ର : ରଜ କ୍ୱିନ ୨୦୨୬, ସିଜନ୍-୦୨ ରାୟଗଡ଼ ସହରରେ ଥିବା ବଂଶୀକ୍ରିଷ୍ଣା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀଯୁକ୍ତ ଦେବରାଜ୍ ଟାକରି, ଆୟୋଜକ ନୃସିଂହ ବାହିନୀପତି, ଆଲବମ୍ ହିରୋ ପ୍ରୀତମ କୁମାର ପାଣି ଏବଂ ଇସାକ୍ ରାଜ୍, ବାମସି ମଧୁବାଣି ପ୍ରମୁଖ ମଞ୍ଚାସିନ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସବ୍ ଜୁନିୟର, ଜୁନିୟର ଏବଂ ସିନିୟର୍ ଗ୍ରୁପ୍ କୁ ନେ଼ଇ ରୋଜ କ୍ୱିନ ସିଜନ୍- ୨ ଆରମ୍ଭ ହୋଇଥିଲା । ରାୟଗଡା ଜିଲ୍ଲାର ପ୍ରାୟ ୪୦ ରୁ ୫୦ ଜଣ ଝିଓ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ପ୍ରତିଯୋଗିତା ନିୟମ ଅନୁସାରେ ଯେ କୌଣସି ପ୍ରତିଦ୍ୱନ୍ଦୀ ୫ ଟି ପ୍ରତିଯୋଗିତାରୁ ମାତ୍ର ତିନୋଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ଏହି କ୍ରମରେ ଝୋଟି, ମେହେନ୍ଦି, ପୋଡପିଠା, ନାଚ ଓ ଗୀତ ପ୍ରତିଯୋଗିତା ହୋଇଥିଲା।
ସେହିପରି ଅଂଶ ଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ସାର୍ଟଫିକେଟ ପ୍ରଦାନ କରଯାଇଛି। ସେହିଭଳି ସବ୍ ଜୁନିୟର ଗୃପ ରେ ପ୍ରଥମ ସୁନିତା ସୂର୍ଯ୍ୟ, ଦ୍ୱିତୀୟ ତାନୁସୟା କୋନା, ତୃତୀୟ ସ୍ଥାନ ଅଧିକାର କରିଥିଲେ ସ୍ୱର୍ଣ୍ଣ ପ୍ରଭା ସାହୂ। ଜୁନିୟର ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ସେହିଭଳି ଜୁନିୟର ଗ୍ରୁପରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଭୂମିଶ୍ରି ଶବର, ଦ୍ୱିତୀୟ ସ୍ଥାନ ରଚନା ନିସାଲ, ତୃତୀୟ ସ୍ଥାନ ତୃପ୍ତି ମଲ୍ଲିକ ଅଧିକାର କରିଥିଲେ। ମଞ୍ଚ ପରିଚାଳନା ଅଞ୍ଜଳି ପଣ୍ଡା ଏବଂ ଇନ୍ଦୁ ହୁଇକା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

spot_img

Related articles

ଜୁନ୍ ୧୯ରେ ଶୀତଳ ଷଷ୍ଠୀ ଯାତ୍ରା, ବଲାଙ୍ଗିରରେ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (୧୩/୦୬) : ଆପ୍ର : ଆଉ କେଇଟା ଦିନ ପରେ ଅନୁଷ୍ଠିତ ହେବ ପବିତ୍ର ଶୀତଳ ଷଷ୍ଠୀ ଯାତ୍ରା । ମା' ପାର୍ବତୀ...

ବିନିକା ମାରୱାଡି ଯୁବାମଞ୍ଚ ପକ୍ଷରୁ ରକ୍ତଦାନ ଶିବିର : ୫୯ ୟୁନିଟ ରକ୍ତ ସଂଗ୍ରହ

ସୁବର୍ଣ୍ଣପୁର, (୧୨/୦୬) : ଆପ୍ର : ଓଡ଼ିଶା ପ୍ରାନ୍ତୀୟ ମାରୱାଡି ଯୁବା ମଞ୍ଚ ଙ୍କ ନିର୍ଦ୍ଦେଶ କ୍ରମେ ସୁବର୍ଣ୍ଣପୁର ଜିଲ୍ଲା ବିନିକା ମାରୱାଡି ୟୁବା...

ଗଛରେ ପିଟି ହେଲା ବାଇକ, ଜଣେ ମୃତ , ଦୁଇ ଗୁରୁତର

ରାଇକିଆ, (୧୩/୦୬) : ଆପ୍ର : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଚାଞ୍ଜେଡି ଛକରେ ଏକ ଗଛରେ ପିଟି ହୋଇ ଜଣେ ଯୁବକର...

ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ୯ଜଣ ନାବାଳିକା ଉଦ୍ଧାର

ନବରଙ୍ଗପୁର, (୧୩/୦୬) : ଆପ୍ର : ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ବେଳେ ୯ଜଣ ନାବାଳିକାକୁ ଉଦ୍ଧାର କଲା ପୋଲିସ । ନବରଙ୍ଗପୁର...